ETV Bharat / city

ରାଉରକେଲାରେ ଜୁଲାଇ 31 ଯାଏଁ ଲକଡାଉନ, ସରକରାଙ୍କ ନିଷ୍ପତ୍ତିକୁ ଲୋକଙ୍କ ସ୍ବାଗତ - ରାଉରକେଲାରେ ଜୁଲାଇ 31 ଯାଏଁ ଲକଡାଉନ

କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରରେ ରଖି ରାଜ୍ୟ ସରକାର ରାଉରକେଲାରେ ଲକଡାଉନକୁ ଆସନ୍ତା 31 ଯାଏଁ ଲାଗୁ କରିଛନ୍ତି । ଏପଟେ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ । ଅଧିକ ପଢନ୍ତୁ...

ରାଉରକେଲାରେ ଜୁଲାଇ 31 ଯାଏଁ ଲକଡାଉନ, ସରକରାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ଲୋକେ

author img

By

Published : Jul 18, 2020, 6:25 PM IST

ରାଉରକେଲା: ରାଉରକେଲା ସହରରେ ଜୁଲାଇ 31 ତାରିଖ ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏନେଇ ଶନିବାର ଅତ୍ୟାବଶ୍ୟକ ଦୋକାନ ଯେପରି ତେଜରାତୀ ଓ ପରିବା ଦୋକୋନା ଖୋଲା ଯାଇଥିଲା। କୋଭିଡ 19 ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇ ଥିବାବେଳେ କିଛି ଲୋକ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ରାଉରକେଲାରେ ଜୁଲାଇ 31 ଯାଏଁ ଲକଡାଉନ, ସରକରାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ଲୋକେ

ରାଉରକେଲା ଚ୍ୟାମ୍ବର୍ସ ଅଫ କମର୍ସ ସଭାପତି କହିଛନ୍ତି, କୋରୋନା ମୁକାବିଲା ପାଇଁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ, କିନ୍ତୁ ସବୁ ନିଷ୍ପତ୍ତି ସହିତ ଜୀବିକାକୁ ଦୁରେଇ ରଖି ହେବ ନାହିଁ ସେଥିପାଇଁ ସରକାର ଏହିଭଳି ନିଷ୍ପତ୍ତି ନେବା ଉଚିତ।

ରିତାଞ୍ଜଳୀ ବେହରାଙ୍କ କହିବାନୁସାରେ, ସାମାଜିକ ଦୂରତ୍ୱ ପାଳନ କରିବା ବଡ କଥା, କିନ୍ତୁ ଏହି ଲକଡାଉନରେ ଗରିବ କାମ ହରାଇବେ। ସେହିଭଳି ଆଉ ଜଣେ ଦୋକାନୀ ଆରୁନ କୁମାର ସାହୁ କହିଛନ୍ତି ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱର ପାଳନ କରିବା ଉଚିତ ପଦକ୍ଷେପ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.