ETV Bharat / city

ଆଜି ଠୁ ଟ୍ରାଫିକ ଧରପଗଡ, ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଫାଇନ - traffic rule strict again

ତିନି ମାସ ପୋଲିସ ଚୁପ ବସିବା ପରେ ପୁଣି ଥରେ ଆରମ୍ଭ ହୋଇଛି ଟ୍ରାଫିକ ଧରପଗଡ । ନିୟମ ଭାଙ୍ଗିଲେ ଭରିବେ ମୋଟା ଅଙ୍କର ତଣ୍ଡ ।

traffic rule strict again
ଆଜି ଠୁ ଟ୍ରାଫିକ ଧରପଗଡ
author img

By

Published : Dec 1, 2019, 2:36 PM IST

ରାଉରକେଲା: ତିନି ମାସ କୋହଳ ପରେ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଆରଟିଓ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମୋଟର ଯାନ ଯାଞ୍ଚ । ରାଉରକେଲା ପୋଲିସ ରିଙ୍ଗରୋଡର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟ ନିକଟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏଥିସହ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ମଧ୍ୟ ସଚେତନା କରାଯାଉଛି ।

ଆଜି ଠୁ ଟ୍ରାଫିକ ଧରପଗଡ

ଗାଡିର କାଗଜ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଉପରେ ବିଶେଷ ଗୁରୁତ୍ବ ଦିଆଯାଉନଥିବାବେଳେ ହେଲମେଟ ପିନ୍ଧି ଗାଡି ଚଳାଇବା, ଦୁଇ ଚକିଆ ଯାନରେ 3ଜଣ ଯିବା, ମଦ ପିଇ ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଆଦି ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ନୂତନ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ତିନିମାସ ଚୁପ ରହିବା ପରେ ପୋଲିସ , ଆର ଟି ଓ ଵିଭାଗ ପକ୍ଷରୁ ପୁଣି ଆରମ୍ଭ ହୋଇଛି ମୋଟର ଯାନ ଯାଞ୍ଚ । ରାଉରକେଲା ପୋଲିସ ରିଙ୍ଗରୋଡ଼ ର ବିଭିନ୍ନ ଛକ ସ୍ଥାନରେ ଏବଂ ଟ୍ରାଫିକ ପୋଷ୍ଟ ନିକଟରେ ନୂତନ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି ।

Body:ଗାଡିର କାଗଜ ପତ୍ର , ଡ୍ରାଇଭିଂ ଲାଇସେନ୍ସ , ଇନ୍ସୁରାନ୍ସ , ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଉପରେ ବିଶେଷ ଗୁରୁତ୍ବ ଦିଆ ଯାଉନଥିବା ବେଳେ ବିନା ହେଲେମେଟ ରେ ଗାଡି ଚଳାଇବା , ଦୁଇ ଚାକିଆ ଯାନ ରେ ତିନିଜଣ ଯିବା , ମଦ ପିଇ ଗାଡି ଚଳାଇବା , ଦ୍ରୁତଗତିରେ ଗାଡି ଚଳାଇବା ଆଦି ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ନୂତନ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଉଛି ।
Conclusion:
ଏହା ଛଡା ଲୋକମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ଉପରେ ସଚେତନ ମଧ୍ୟ କରାଯାଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.