ETV Bharat / city

ବାଲୁକା କଳାରେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା

author img

By

Published : Oct 11, 2020, 9:45 AM IST

ବାଲୁକା ଚିତ୍ରକଳାରେ ବିଗ୍ ବିଙ୍କୁ ଜନ୍ମଦିନର ଭେଟି ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବିଶେଷ ଦିନ ଅବସରରେ ବାଲୁକାଶିଳ୍ପୀ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି।

ବାଲୁକା ଚିତ୍ରକଳାରେ ଅମିତାଭଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ: ଆଜି ବଲିଉଡର ମହାନାୟକ ଅମିତାଭଙ୍କ 78 ତମ ଜନ୍ମଦିନ । ଏହି ଅବସରରେ ଅମିତାଭଙ୍କ ପାଖକୁ ତାଙ୍କ ପ୍ରଶଂସକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଏଥିରୁ କେମିତି ବା ବାଦ ପଡିଥାନ୍ତେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ବିଗ୍ ବିଙ୍କୁ ସେ ମଧ୍ୟ ଜନ୍ମଦିନର ଭେଟି ଦେଇଛନ୍ତି।

ବାଲୁକା କଳାରେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା
ବାଲୁକା କଳାରେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା
ବାଲୁକା କଳାରେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଏହି ବିଶେଷ ଦିନ ଅବସରରେ ବାଲୁକାଶିଳ୍ପୀ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ବାଲୁକା ଚିତ୍ର କଳାରେ ଅମିତାଭ ଙ୍କ ପ୍ରତିକୃତିକୁ ସ୍ଥାନ ଦେଇ 78 ତମ ଜନ୍ମଦିନର ଶୁଭ ବାର୍ତ୍ତା ଦେଇଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.