ETV Bharat / city

ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ - ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ

ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର । ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ । ଏଭଳି କାର୍ଯ୍ୟାନୁଷ୍ଠାନ ସମାଜ ପାଇଁ ଏକ ବଡ ବାର୍ତ୍ତା କହିଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Salute to Telangana Police
ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ
author img

By

Published : Dec 6, 2019, 8:03 PM IST

ପୁରୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର 4 ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସର ଏନକାଉଣ୍ଟର । ପୋଲିସର ଏଭଳି ପଦକ୍ଷେପକୁ ସ୍ବାଗତ କରିଛି ସାରା ଦେଶ । ଏହାେକୁ ମଧ୍ୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସମାଜକୁ ଏକ ବଡ ବାର୍ତ୍ତା ଦେଉଥିବାର ସେ ବାଲୁକାକଳାରେ ଦର୍ଶାଇଛନ୍ତି ।

ବାଲୁକାକଳାରେ ତେଲେଙ୍ଗାନା ପୋଲିସକୁ ସାଲ୍ୟୁଟ

ସୂଚନାଯୋଗ୍ୟ, ପ୍ରମାଣ ପାଇଁ ପୋଲିସ ମାମଲାର ସିନ୍ ରିକ୍ରିଏସନ କରିବାକୁ ଭୋର 4ଟା ସମୟରେ ଉକ୍ତ ଘଟଣାସ୍ଥଳକୁ ଅଭିଯୁକ୍ତଙ୍କ ନେଇ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ପୋଲିସର ବନ୍ଧୁକ ଛଡାଇ ପଳାଇବାକୁ ଉଦ୍ୟମ କରିଥିଲେ । ଏହାପରେ ପୋଲିସ ନିଜର ଆତ୍ମରକ୍ଷା କରିବାକୁ ଯାଇ ଏନକାଉଣ୍ଟର କରିଥିଲା ବୋଲି କହିଛନ୍ତି କମିଶନର ଭିସି ସଜ୍ଜନାର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ତେଲେଙ୍ଗାନା କୁ ସେଲ୍ୟୁଟBody:ହାଇଦ୍ରାବାଦ ରେ ତେଲେଙ୍ଗାନା ପୋଲିସ 4 ଜଣ ଦୁଷ୍କର୍ମ କାରୀ ଅଭିଯୁକ୍ତ କୁ ଏନ କାଉଁ ଟର କରିଛି। ଯାହାକୁ ସାରା ଦେଶରେ ସ୍ୱାଗତ କରାଯାଇଛି। ଏହି ଭଳି ଦୁଷ୍କର୍ମ କାରୀ ଙ୍କୁ ଦଣ୍ଡ ଦେବାକୁ ଦାବି ଜୋର ଧରିଛି। ତେବେ ପୁରୀ ରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବଲୁକା କଳା ମାଧ୍ୟମରେ ତେଲେଙ୍ଗାନା ପୋଲିସ ର କର୍ଯ୍ୟ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟନୁଷ୍ଠାନ ଏକ ବଡ଼ ବାର୍ତା ସମାଜ ପ୍ରତି ଯାଇ ଥିବା ସୁଦର୍ଶନ ତାଙ୍କ ବାଲୁକାକଳା ରେ ବାର୍ତା ଦେଇ ଛନ୍ତି। ସେଲ୍ୟୁଟ ଟୁ ତେଲେଙ୍ଗାନା ରହିଛି ଏହି ବାଲୁକାକଳା ମଧ୍ୟମ ରେ ବାର୍ତା।

ବାଇଟ,, ସୁଦର୍ଶନ ପଟ୍ଟନାୟକ,, ବାଲୁକାଶିଳ୍ପୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ହିନ୍ଦୀ ବାଇଟ ଯାଇଛି ନେସନାଲ ଷ୍ଟୋରି ପାଇଁConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.