ETV Bharat / city

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେଇ ଘର ଜାଳିଦେଲେ ଦୁବୃର୍ତ୍ତ

author img

By

Published : Aug 1, 2022, 2:05 PM IST

ପିପିଲି ସରସ୍ଵତୀପୁର ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁବୃର୍ତ୍ତ । ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇଗଲା ୧୦ ବଖରା ଘର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେଇ ଘର ଜାଳିଦେଲେ ଦୁବୃର୍ତ୍ତ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେଇ ଘର ଜାଳିଦେଲେ ଦୁବୃର୍ତ୍ତ

ପୁରୀ: ପିପିଲି ସରସ୍ଵତୀପୁର ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁବୃର୍ତ୍ତ । ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇଗଲା ୧୦ ବଖରା ଘର । ଏବେ ଖୋଲା ଆକାଶ ତଳେ ବିପନ୍ନ ପରିବାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ସରସ୍ଵତୀପୁର ଗାଁର ନକୁଳ ସ୍ବାଇଁଙ୍କ ଘରେ ରବିବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲେ ।

ପରେ ଏହି ନିଆଁ ଘରକୁ ଲାଗିଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ଘରେ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳେକୁ ନିଆଁର ଆଁରେ ଜଳଯାଇଥିଲା ୧୦ ବଖରା ଘର । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.