ETV Bharat / city

କ୍ରାଫ୍ଟ ଭିଲେଜ ପରିଦର୍ଶନ କଲେ ରାଜ୍ୟପାଳ

author img

By

Published : Sep 11, 2021, 9:46 PM IST

ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ଯାଇଥିଲେ। ଅଧିକ ପଢନ୍ତୁ...

କ୍ରାଫ୍ଟ ଭିଲେଜ ପରିଦର୍ଶନ କଲେ ରାଜ୍ୟପାଳ
କ୍ରାଫ୍ଟ ଭିଲେଜ ପରିଦର୍ଶନ କଲେ ରାଜ୍ୟପାଳ

ପୁରୀ: ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ଯାଇଥିଲେ। ପୁରୀ ଷ୍ଟେସନ ରୋଡ଼ରେ ଥିବା ଏହି ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପରିଦର୍ଶନ କରି ରାଜ୍ୟପାଳ ବେଶ ଖୁସି ହୋଇଥିଲେ।

କ୍ରାଫ୍ଟ ଭିଲେଜ ପରିଦର୍ଶନ କଲେ ରାଜ୍ୟପାଳ

ବିଶେଷ କରି ସୁଦର୍ଶନ ସାହୁଙ୍କ ହସ୍ତଶିଳ୍ପ କଳାର ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ 4 ଦିନିଆ ପୁରୀ ଭ୍ରମଣରେ ଆସିଥିବାବେଳେ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.