ETV Bharat / city

ବର୍ଷର ଶେଷ ଦର୍ଶନ: ନୂଆବର୍ଷରେ ବିଶ୍ୱବାସୀଙ୍କ ସୁଖ ସମୃଦ୍ଧି କାମନା କଲେ ଭକ୍ତ

author img

By

Published : Dec 30, 2021, 6:55 PM IST

ନୂଆବର୍ଷକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ତେବେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ଵଞ୍ଚିତ ହେବେ ଜଗନ୍ନାଥପ୍ରେମୀ। ଏନେଇ ଆଜି(ଗୁରୁବାର) ଶ୍ରୀମନ୍ଦିରରେ ମହାବାହୁଙ୍କୁ ଦର୍ଶନ କଲେ ଭକ୍ତ ।

2021ର ଆଜି ଶେଷ ଦର୍ଶନ : ନୂଆବର୍ଷରେ ବିଶ୍ୱବାସୀଙ୍କ ସୁଖ ସମୃଦ୍ଧି କାମନା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ଭକ୍ତ

ପୁରୀ : ନୂଆବର୍ଷକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ତେବେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ଵଞ୍ଚିତ ହେବେ ଜଗନ୍ନାଥପ୍ରେମୀ। ଅତ୍ୟାଧିକ ଗହଳି ଆଶଙ୍କା ଥିବାରୁ କୋଭିଡ କଟକଣା ହେତୁ ଡିସେମ୍ବର 31 , ଜାନୁଆରୀ 1 ରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । 2 ତାରିଖ ରବିବାର ପଡୁ ଥିବା ହେତୁ ଶ୍ରୀମନ୍ଦିର ଏସଓପି(sop) ଅନୁଯାୟୀ ସାନିଟାଇଜ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ନୂଆବର୍ଷରେ ନ ହେଲା ନାହିଁ ବିଦାୟ ବର୍ଷର ଶେଷ ଦିବସରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିମୟ ହେଉ ବୋଲି ଭକ୍ତ ପ୍ରାର୍ଥନା କରିଛନ୍ତି । କୋଭିଡ ମହାମାରୀ ସାରା ଦୁନିଆରୁ ବିଲୋପ ନେଇ ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ମାନେ କେତେ ଖୁସି ହୋଇଛନ୍ତି । ପୁରୀରେ ଆଜି (ଗୁରୁବାର) କିଭଳି ଶ୍ରୀମନ୍ଦିରରେ ସ୍ଥିତି ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.