ETV Bharat / city

ଆଜିଠୁ ପୁରୀରେ ବକ୍ସିଂ ଚାମ୍ପିଅନସିପ୍‌ - ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା

ଆଜିଠୁ ପୁରୀରେ ବକ୍ସିଂ ଚାମ୍ପିଅନସିପ୍‌ । 10ଟି ରାଜ୍ୟରୁ 120 ପ୍ରତିଯୋଗୀ ହେବେ ସାମିଲ । ଅଧିକ ପଢନ୍ତୁ...

ବକ୍ସିଂ ଚାମ୍ପିଅନସିପ୍‌
ବକ୍ସିଂ ଚାମ୍ପିଅନସିପ୍‌
author img

By

Published : Feb 27, 2021, 7:32 AM IST

ପୁରୀ: ବକ୍ସିଂ ଏକାଡେମୀ ପକ୍ଷରୁ ଆଜି ଠାରୁ ଶରଧାବାଲିରେ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦେଶର 10ଟି ରାଜ୍ୟରୁ 120ଜଣ ପ୍ରତିଯୋଗୀ ଓ ଅଫିସିଆଲଙ୍କୁ ମିଶାଇ 150 ଜଣ ଅଂଶଗ୍ରହଣ କରିବେ ।

ଜୁନିୟର, ସବ ଜୁନିୟର, ସିନିୟର ବିଭାଗର 5ଟି ଓଜନ ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସର୍ବଭାରତୀୟ ସ୍ତରରେ ପୁରୀ ଓ ଓଡିଶାର ମୁଷ୍ଟିଯୋଦ୍ଧାଙ୍କୁ ଅଲିମ୍ପିକ ପାଇଁ ପ୍ରସ୍ତୁତି କରାଯିବାରେ ଏହି ପ୍ରତିଯୋଗୀତା ସହାୟକ ହେବ । ଫେବୃୟାରୀ 27 ଓ 28 ଦୁଇ ଦିନ ଧରି ଏହି ସର୍ବଭାରତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗୀତା ଅନୁଷ୍ଠିତ ହେବ ।

ବକ୍ସିଂ ଚାମ୍ପିଅନସିପ୍‌

ଏ ନେଇ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.