ETV Bharat / city

ହତ୍ୟା ନା ଆତ୍ମହତ୍ୟା: ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଘରୋଇ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ଆତ୍ମହତ୍ୟା କି ହତ୍ୟା ଜଣାପଡୁନଥିବା ବେଳେ ଚଣ୍ଡିଛକ ଘରୋଇ ହଷ୍ଟେଲରୁ ଅର୍ପିତା ରାଉତଙ୍କ ମୃତଦେହ ମିଳିଛି ।

author img

By

Published : Sep 22, 2019, 3:23 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଚଣ୍ଡିଛକ ଘରୋଇ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ଇମର୍ତ୍ତୀ ଦେବୀ କଲେଜ କଳାର ଦ୍ବିତୀୟ ବର୍ଷ ଛାତ୍ରୀ ଅର୍ପିତା ରାଉତଙ୍କ ମୃତଦେହ ଏହି ଘରୋଇ ହଷ୍ଟେଲରୁ ଉଦ୍ଧାର ହୋଇଛି । ତେବେ ଅର୍ପିତାଙ୍କ ଘର କେନ୍ଦ୍ରାପଡାର ପାଟକୁରା ଅଞ୍ଚଳରେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଅନ୍ୟପଟେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:No needBody:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.