ETV Bharat / city

ସ୍ମିତାରୀଣୀ ମୃତ୍ୟୁ ମାମଲା: ରୁପେଶ ଭଦ୍ରାକୁ ମିଳିଲା ଜାମିନ - ହାଇକୋର୍ଟରେ ସ୍ମିତାରାଣୀ ହତ୍ୟା ମାମଲା

ସ୍ମିତାରାଣୀ ମୃତ୍ୟୁ ମାମଲା । ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ମିଳିଲା ଜାମିନ । ସୋମବାର ରୂପେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

smitarani murder case, cuttack latest news, smitarani murder case in highcourt, Smitarani murder case update, ସ୍ମିତାରୀଣୀ ହତ୍ୟା ମାମଲା, କଟକ ଲାଟେଷ୍ଟ ନ୍ୟୁଜ୍‌, ହାଇକୋର୍ଟରେ ସ୍ମିତାରାଣୀ ହତ୍ୟା ମାମଲା, ସ୍ମିତାରାଣୀ ହତ୍ୟା ମାମଲା ଅପଡେଟ
ସ୍ମିତାରୀଣୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
author img

By

Published : Jun 1, 2020, 8:01 PM IST

କଟକ: ସ୍ମିତାରାଣୀ ମୁତ୍ୟୁ ମାମଲା । ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ମିଳିଲା ଜାମିନ । ସୋମବାର ରୂପେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷ୍ୟମାନଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି ।

ସେହିପରି ତଳ କୋର୍ଟ ଅନ୍ୟାନ୍ୟ ସର୍ତ୍ତ ନିର୍ଧାରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.