ETV Bharat / city

ଆବାସ ଯୋଜନା କେଳେଙ୍କାରୀ ଘଟଣା, ରିମାଣ୍ଡ ସରିବା ପରେ ଜେଲ ଗଲା ରାଜା କରଣ - ରାଜା କରଣ ଗିରଫ ଘଟଣା

ଜେଲ ଗଲା ଆବାସ ଯୋଜନା କେଳେଙ୍କାରୀ ଘଟଣାରେ ଗିରଫ ଅଭିଯୁକ୍ତ ରାଜା କରଣ । ରିମାଣ୍ଡରେ ଆଣି ଜେରା କରୁଥିଲା ପୋଲିସ । ଅଧିକ ପଢନ୍ତୁ

ଆବାସ ଯୋଜନା କେଲଙ୍କାରୀ ଘଟଣା, ରିମାଣ୍ଡ ସରିବା ପରେ ଜେଲ ଗଲେ ରାଜା କରଣ
ଆବାସ ଯୋଜନା କେଲଙ୍କାରୀ ଘଟଣା, ରିମାଣ୍ଡ ସରିବା ପରେ ଜେଲ ଗଲେ ରାଜା କରଣ
author img

By

Published : Feb 9, 2022, 10:54 PM IST

କଟକ: କଟକ ଅନ୍ଦରପୁର ଆବାସ ଯୋଜନାରେ କେଳେଙ୍କାରୀ ମାମଲା । ଜେଲ ଗଲା ଅଭିଯୁକ୍ତ ରାଜା କରଣ । 3 ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲ ଗଲା ରାଜା ।

ରାଜାକୁ ଚୌଦ୍ୱାର ଜେଲରେ ଛାଡିଲା ମଧୁପଟଣା ଥାନା ପୋଲିସ । ଆବାସ ଯୋଜନାର ଘର ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲା ରାଜା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.