ETV Bharat / city

ବାଲିଯାତ୍ରା ପଡ଼ିଆରେ ପୋଡିବ ୫୨ ଫୁଟର ରାବଣ

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରସ୍ତୁତ ରହିଛି 52 ଫୁଟର ରାବଣ । ପ୍ରଥମଥର ପାଇଁ ଅଗ୍ନି ସଂଯୋଗ କରିବେ ରାମ ବେଶଧାରୀ କୁନି ବାଳକ ।

author img

By

Published : Oct 7, 2019, 7:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ମଙ୍ଗଳବାର ବିଜୟା ଦଶମୀ । ଏହି ଅବସରରେ କଟକରେ ଆୟୋଜନ ହେଉଛି ରାବଣ ପୋଡି ଉତ୍ସବ । ବାରଵାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜନ ହେଉଥିବା ଏହି ରାବଣ ପୋଡି ଉତ୍ସବ ଐତିହାସିକ ତଳ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ । ଏଥିପାଇଁ ବର୍ତ୍ତମାନ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।

ରାବଣ ପୋଡି ପାଇଁ ପ୍ରସ୍ତୁତ ବାଲିଯାତ୍ରା ପଡ଼ିଆ

ପ୍ରାୟ ୫୨ ଫୁଟ ଉଚ୍ଚର ରାବଣ ପ୍ରସ୍ତୁତ କରାଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇ ରାତ୍ର ୧୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମଧ୍ୟ ରହିଛି ।

ଚଳିତବର୍ଷ ପ୍ରଥମ ଥର ପାଇଁ ଜଣେ ଶିଶୁ ରାମ ବେଶ ହୋଇ ରାବଣ ଦେହରେ ଅଗ୍ନିସଂଯୋଗ କରିବେ । ତେବେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଦାୟିତ୍ବ ନେଇଛନ୍ତି ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ଆସନ୍ତାକାଲି ବିଜୟା ଦଶମୀ।ଏହି ଅବସରରେ କଟକରେ ଆୟୋଜନ ହେଉଛି ରାବଣ ପୋଡି ଉତ୍ସବ।ବାରଵାଟି ସର୍ବ ଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜନ ହେଉଥିବା ଏହି ରାବଣ ପୋଡି ଉତ୍ସବ ଐତିହାସିକ ତଳ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ।ଏଥିପାଇଁ ପ୍ରସ୍ତୁତି ବି ଅନ୍ତିମ ପର୍ୟ୍ୟୟରେ।

ପ୍ରାୟ ୫୨ ଫୁଟ ଉଚ୍ଚତା ର ରାବଣ ପ୍ରସ୍ତୁତ କରାଯାଉଛି।ଆସନ୍ତାକାଲି ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇ ରାତ୍ର ୧୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ।ଚଳିତବର୍ଷ ପ୍ରଥମ ଥର ପାଇଁ ଜଣେ ଶିଶୁ ରାମ ବେଶ ହୋଇ ରାବଣ ଦେହରେ ଅଗ୍ନିସଞ୍ଜମ କରିବ।ତେବେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ନେଇଛନ୍ତି ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓସିଏ ସମ୍ପାଦକ ସଞ୍ଜୟ ବେହେରା

ବାଇଟ - ସଞ୍ଜୟ ବେହେରା,ଓସିଏ ସମ୍ପାଦକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.