ETV Bharat / city

ଜଳବନ୍ଦୀ ପୌରାଞ୍ଚଳ: ଟ୍ୟୁବରେ ହସ୍ପିଟାଲ ପହଞ୍ଚିଲେ ପ୍ରସୂତି - pregnant woman rescue

ମହିଳା ନିଜ ଗର୍ଭ ଯନ୍ତ୍ରଣା ଯୋଗୁଁ ସମସ୍ୟାରେ ପଡିଛନ୍ତି । ଗର୍ଭ ବେଦନା ବଢି ଚାଲିଥିବାବେଳେ ମହିଳା ଅନେକ କଷ୍ଟର ସମ୍ମୁଖୀନ ହୋଇଥିଲେ । ଅଧିକ ପଢନ୍ତୁ...

ମିଳିଲାନି ସରକାରୀ ସାହାଯ୍ୟ,ଟ୍ୟୁଵ ରେ ବୁହାହେଲେ ଗର୍ଭବତୀ ମହିଳା
author img

By

Published : Oct 25, 2019, 11:49 PM IST

କଟକ: ଗର୍ଭବତୀଙ୍କ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ପ୍ରକୃତରେ ଏହାର କେତେ ଲାଭ ମହିଳାଙ୍କୁ ମିଳୁଛି ତାହା ବିଭିନ୍ନ ଘଟଣାରୁ ପ୍ରମାଣିତ ହୋଇଛି । ଅନେକ ସମୟରେ ବିଭିନ୍ନ ସ୍ଥାନରେ ଗର୍ଭବତୀ ଭାର ଅଥବା ଖଟିଆରେ ବୁହା ହେବା ଘଟଣା ଦେଖିବାକୁ ମିଳୁଛି । କଟକ ଚୌଦ୍ଵାର ଶିବାଜୀ ନଗର ଅଞ୍ଚଳରେ ଘଟିଛି ସମାନ ଘଟଣା ।

ମିଳିଲାନି ସରକାରୀ ସାହାଯ୍ୟ,ଟ୍ୟୁଵ ରେ ବୁହାହେଲେ ଗର୍ଭବତୀ ମହିଳା

ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇଥିଲା ଅଞ୍ଚଳ । ଜଳଘେରରେ ଥିଲେ 20ଟି ପରିବାର । 2 ଦିନ ଜଳବନ୍ଦୀ ସତ୍ତ୍ବେ ଉଦ୍ଧାର ଲାଗି ଚୌଦ୍ବାର ପୌରପାଳିକା କିଛି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବା ଯୋଗୁଁ ସମସ୍ୟାରେ ପଡିଥିଲେ ପରିବାର । ସରକାରୀ ସାହାଯ୍ୟ ଆଶାରେ ପରିବାର ଥିବାବେଳେ କୌଣସି ପ୍ରକାର ସହାୟତା ମିଳିନଥିଲା । ପାଣି ଘେରରୁ ମହିଳାଙ୍କୁ ବାହାର କରିବା ଅସମ୍ଭବ ହୋଇପଡିବାରୁ ବାଧ୍ୟ ହୋଇ ଟ୍ୟୁବର ସାହାଯ୍ୟ ନିଆଯାଇଥିଲା । ମହିଳାଙ୍କ ସ୍ବାମୀ ପଡୋଶୀଙ୍କ ସହାୟତାରେ ୨ଟି ଗାଡି ଟ୍ୟୁବରେ ଭେଳା କରି ମହିଳାଙ୍କୁ ପାଣିଘେରରୁ ବାହାରକୁ ଆଣିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଜିଲ୍ଲାର ଚୌଦ୍ଵାର ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଚୌଦ୍ବାର ପୌରପାଳିକାର ଶିବାଜୀ ନଗର, ନୂଆ କପାଳେଶ୍ବର, ଧୂମାବତୀ ନଗର, ମୁଣ୍ଡମାଳ, ନୁନଟିକରି, ନୂଆସାହି ଆଦି ୱାର୍ଡରେ ପାଣି ପଶି ସମସ୍ୟା ସୃଷ୍ଟି କରିଛି । ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିବାବେଳେ ଲୋକଙ୍କ ଘରେ ମଧ୍ୟ ପାଣି ଢେଉ ଭାଙ୍ଗୁଛି । ମାତ୍ର 2 ଦିନ ହେବ ଲୋକଙ୍କ ସାହାଯ୍ୟ ଲାଗି ପୌରପାଳିକା ପହଞ୍ଚିନଥିବା ଅଭିଯୋଗ ହୋଇଛି ।

କଟକରୁ ନାରୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲାର ଚୌଦ୍ଵାର ଅଂଚଳରେ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷାରେ ଚୈଦ୍ବାର ପୈରପାଳିକା ର ଶିବାଜୀ ନଗର,ନୂଆ କପାଳେଶ୍ବର, ଧୂମାବତୀନଗର,ମୁଣ୍ଡମାଳ,ନୁନଟିକରି,ନୂଆସାହି ଆଦି ୱାର୍ଡରେ ପାଣିପସିବା ଫଳରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଛି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଜି ଚୌଦ୍ଵାର ଶିବାଜୀ ନଗର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଉକ୍ତ ଅଂଚଳର ଜଣେ ମହିଳା ( ଲିନା ପଣ୍ଡା ) ଙ୍କର ଗର୍ଭ କଷ୍ଟ ହେଲେ ମଧ୍ୟ ପାଣି ଘେରରୁ ବାହାରି ପାରିନଥିଲେ କୌଣସି ସରକାରୀ ସାହାଯ୍ୟ ନମିଳିବାରୁ ମହିଳାଙ୍କ ସ୍ୱାମୀ ଅରୁଣ ପଣ୍ଡା ଓ ପଡ଼ୋଶୀମାନଙ୍କ ସହାୟତାରେ ୨ ଟି ଗାଡି ଟିଉରେ ଭେଳାକରି ମହିଳାଙ୍କୁ ପାଣିଘେରରୁ ବାହାରକୁ ଆଣିଥିଲେ ।ତେବେ ୨ଦିନ ଧରି ପାଣି ଘେରରେ ପ୍ରାୟ ୨୦ ଟି ପରିବାର ରହିଥିଲେ ମଧ୍ୟ ସେମାନଙ୍କ ସୁବିଧା ପାଇଁ ଚୌଦ୍ଵାର ପୌରପାଳିକା ପକ୍ଷରୁ ସାହାଯ୍ୟ ତା ଦୁରକଥା କେହି ପହଂଚିନଥିବା ଅଭିଯୋଗ ହୋଇଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.