ETV Bharat / city

ପାରମ୍ପରିକ ଛାଡି ଆଧୁନିକ ପଦ୍ଧତିରେ ଅନୁସନ୍ଧାନକୁ ଡିଜିଙ୍କ ଗୁରୁତ୍ବ

67 ତମ ବୃତ୍ତିଗତ ପ୍ରତିଯୋଗିତା ପୋଲିସ ଆଇପିଏସ ମେସରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ଆସନ୍ତା 3 ଦିନ ଧରି ଚାଲିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 25, 2019, 2:22 PM IST

କଟକ: ଓଡିଶା ପୋଲିସ ପକ୍ଷରୁ 67ତମ ବୃତ୍ତିଗତ ପ୍ରତିଯୋଗିତା ପୋଲିସ ଆଇପିଏସ ମେସରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ପରେଡ଼ରେ ଡିଜି ଶର୍ମା ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତି ଅଧିକାରୀଙ୍କୁ ଉଦବୋଧନ ଦେଇଛନ୍ତି ।

ପୋଲିସ ବୃତ୍ତିଗତ ପ୍ରତିଯୋଗିତା ପୋଲିସ ବ୍ୟବହାରିକ ଜ୍ଞାନକୌଣଳ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ସେହିପରି ଏହା ସେମାନଙ୍କର ଜ୍ଞାନ କୌଶଳ ପ୍ରଦର୍ଶନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ତେବେ ପାରମ୍ପରିକ ପଦ୍ଧତି ଛାଡି ଆଧୁନିକ ପଦ୍ଧତିରେ ଅନୁସନ୍ଧାନ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ବୃତ୍ତି ଗତ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲା ଓ ପ୍ରତିଷ୍ଠାନରୁ 212 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ପ୍ରତିଯୋଗୀଙ୍କ ମଧ୍ୟରେ 45ଜଣ ଇନିସପେକ୍ଟର, 52 ସବ-ଇନିସପେକ୍ଟର, 49 ଏଏସଆଇ ଓ 66 ଜଣ କନେଷ୍ଟବଳ ଅଂଶ ଗ୍ରହଣ କରିଛନ୍ତି । 3 ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ଫଟୋଗ୍ରାଫି, ଆଙ୍ଗୁଳିଛାପ, ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ ଆଦି ବିଭାଗରେ ପ୍ରତିଯୋଗିତା କରାଯିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଓଡିଶା ପୋଲିସର 67 ତମ ବୃତ୍ତିଗତ ପ୍ରତିଯୋଗିତା ପୋଲିସ ଆପିଏସ ମେସ ରେ ଅନୁଷ୍ଠିତ ହୋଇଛି । ଆରକ୍ଷୀ ମହାନିର୍ଦେଶକ ବିଜୟ କୁମାର ଶର୍ମା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ ।ଏହି ଅବସର ରେ ଏକ ପ୍ୟାରେଡ଼ ରେ ଡିଜି ଶ୍ରୀ ଶର୍ମା ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତି ଅଧିକାରୀଙ୍କୁ ଉଦବୋଧନ ଦେଇଥିଲେ । ପୋଲିସ ବୃତ୍ତିଗତ ପ୍ରତିଯୋଗିତା ପୋଲିସ ବ୍ୟବହାରିକ ଜ୍ଞାନ ,କୌଣଳ ଓ ଦକ୍ଷତା ବୃଦ୍ଧି ରେ ସହାୟତା ହେବ । ସେହିପରି ଏହା ସେମାନଙ୍କର ଜ୍ଞାନ କୌଶଳ ପଦର୍ଶନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ତେବେ ପାରମ୍ପାରିକ ପଦ୍ଧତି ଛାଡି ଆଧୁନିକ ପଦ୍ଧତି ରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜି ।

ଏହି ବୃତ୍ତି ଗତ ପ୍ରତିଯୋଗିତାରେ ରାଜ୍ୟ ର 37 ଟି ଜିଲ୍ଲା ଓ ପ୍ରତିଷ୍ଠାନ ରୁ 212 ଜଣ ପ୍ରତିଯୋଗି ଓ 22 ଟି ପୋଲିସ ସ୍ୱାନ ଅଂଶ ଗ୍ରହଣ କରିଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ 45 ଇନିସପେକଟର, 52 ଶବ- ଇନିସପେକଟର ,49 ଏଏସଆଇ, ଓ 66 ଜଣ କନେଷ୍ଟବଳ ଅଂଶ ଗ୍ରହଣ କରିଛନ୍ତି । 3 ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ଫଟୋଗ୍ରାପି , ଆଙ୍ଗୁଳିଛାପ, ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ ଆଦି ବିଭାଗ ରେ ପ୍ରତିଯୋଗିତା ଚାଲିବ ।

ବାଇଟ: ବିକେ ଶର୍ମା ( ପୋଲିସ ଡିଜି )

ଅନୁଷ୍ଠିତ ହୋଇଯାଇଛି

Body:no need

Conclusion:no nees
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.