ETV Bharat / city

ମଦ ବ୍ୟବସାୟ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ଜୁନ ୨୨ରେ ଶୁଣାଣି

author img

By

Published : Apr 6, 2021, 9:59 AM IST

ମଦ ବ୍ୟବସାୟ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ହାଇକୋର୍ଟଙ୍କ ନୋଟିସ ପରେ ପକ୍ଷ ରଖିଲେ ରାଜ୍ୟ ସରକାର । ଜୁନ ୨୨ରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

PIL in the High Court to close the liquor business,Next on 22
ମଦ ବ୍ୟବସାୟ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ଜୁନ ୨୨ରେ ଶୁଣାଣି

କଟକ: ଓଡ଼ିଶାରେ ମଦ ପ୍ରସ୍ତୁତି ଓ ବିକ୍ରୟ ବନ୍ଦ ପାଇଁ ଜନସ୍ବାର୍ଥ ମାମଲା । ହାଇକୋର୍ଟରେ ଦାୟର ହୋଇଥିବା ଏହି ମାମଲାର ଶୁଣାଣି ହୋଇଛି । ହାଇକୋର୍ଟଙ୍କ ନୋଟିସ ପରେ ପକ୍ଷ ରଖିଲେ ରାଜ୍ୟ ସରକାର ।

ଓଡ଼ିଶାରେ ମଦ ପ୍ରସ୍ତୁତି ଓ ବିକ୍ରୟ ବନ୍ଦ ପାଇଁ ଜନସ୍ବାର୍ଥ ମାମଲାକୁ ନେଇ ହାଇକୋର୍ଟରେ ଅବକାରୀ କମିସନରଙ୍କ ଜରିଆରେ ପକ୍ଷ ରଖିଲେ ରାଜ୍ୟ ସରକାର । ବିଷାକ୍ତ ମଦ ବିକ୍ରିକୁ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅବକାରୀ କମିଶନର କହିଛନ୍ତି। ସରକାରଙ୍କୁ ନିଜ ପକ୍ଷ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁନ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.