ETV Bharat / city

ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; SCBରେ 21 ଭର୍ତ୍ତି, ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ

ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ କଟକ ବଡମେଡିକାଲରେ 21 ଜଣ ଭର୍ତ୍ତି । ସେଥିମଧ୍ୟରୁ 6ରୁ ଅଧିକ ଗୁରୁତର ଥିବା ସୂଚନା ।

author img

By

Published : Jan 16, 2020, 1:10 PM IST

minister pratap jena
ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଏସସିବିରେ 21 ଆହତ ଭର୍ତ୍ତି, ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ କଟକ ବଡମେଡିକାଲରେ 21 ଜଣ ଭର୍ତ୍ତି । ସେଥିମଧ୍ୟରୁ 6ରୁ ଅଧିକ ଗୁରୁତର ଥିବା ସୂଚନା । ସେପଟେ ଆହତଙ୍କୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ଜିଲ୍ଲାପାଳ ।

ଆହତଙ୍କୁ ଭେଟିବା ପରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରେଳ ବିଭାଗର ଦାୟିତ୍ବ ହୀନତା ଉପରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ । ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ଆହତଙ୍କର ଚିକିତ୍ସା ଠିକ୍‌ଠାକ୍‌ ହେଉଥିବା କହିଛନ୍ତି ।

ସୂଚନାଥାଉକି, କଟକର ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନରେ ଏକ ମାଲବାହୀ ଟ୍ରେନ ସହ ଧକ୍କା ଦେବାକୁ ଅନେକ ଆହତ ହୋଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:ବାଇଟ: ଭୁବନାନନ୍ଦ ମହାରଣା( ଏସିବି ଜରୁରୀକାଳୀନ ଅଧିକାରୀ)
ବାଇଟ: ପ୍ରତାପ ଜେନା( ନଗର ଉନ୍ନୟନ ମନ୍ତ୍ରୀ )
ବାଇଟ: ଆହତ ଯାତ୍ରୀ
ବାଇଟ: ଭବାନି ଶଙ୍କର ଚୟିନୀ ( ଜିଲାପାଳ କଟକ)

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.