ETV Bharat / city

ନୂଆବର୍ଷ କାଉଣ୍ଟଡାଉନ, ରାତି 10ଟା ପରେ ଡିଜେ ବାଜିଲେ କାର୍ଯ୍ୟାନୁଷ୍ଠାନ - security arrangements in cuttack

ସରି ଆସୁଛି 2019 । ନୂଆବର୍ଷକୁ ସଭିଁଙ୍କ ଅପେକ୍ଷା । ଜିରୋ ନାଇଟ ସିଲେବ୍ରେସନରେ ମାତିବେ ସବୁ । ଏପଟେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

security arrangements
ନୂଆବର୍ଷ କାଉଣ୍ଟଡାଉନ, 10 ପରେ ଡାକବାଜି ବାଜିଲେ କାର୍ଯ୍ୟାନୁଷ୍ଠାନ
author img

By

Published : Dec 31, 2019, 9:34 PM IST

କଟକ: ବାସ୍ କିଛି ଘଣ୍ଟାର ଅପେକ୍ଷା । ଲେଉଟିବ କ୍ୟାଲେଣ୍ଡରର ଫର୍ଦ୍ଦ । ବଦଳିବ ତାରିଖ, ବଦଳିବ ବର୍ଷ ପୁଣି ବଦଳିବ ମାସ । ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତ କଟକ ବାସୀ । ସହରର ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ନୂଆବର୍ଷ କାଉଣ୍ଟଡାଉନ, 10 ପରେ ଡାକବାଜି ବାଜିଲେ କାର୍ଯ୍ୟାନୁଷ୍ଠାନ

ସୁରକ୍ଷା ଦାୟିତ୍ବରେ ୨ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ସହରର ବିଭିନ୍ନ ଥାନାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆବର୍ଷ ପାଳନ ପାଇଁ କମିସନରେଟ ପୋଲିସ ପକ୍ଷରୁ ଲାଇସେନ୍ସ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ବିନା ଲାଇସେନ୍ସରେ ନୂଆବର୍ଷ ପାଳନ କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ରାତି ୧୦ ଟା ପରେ ଡିଜେ ବଜାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଉ ମାତ୍ର କେଇ ଘଣ୍ଟା ପରେ ଲେଉଟିବ କ୍ୟାଲେଣ୍ଡର ର ଫର୍ଦ୍ଦ।ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତ କଟକ ବାସୀ।ସହରର ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯିବ ବୋଲି କଟକ ଡିସିପି କହିଛନ୍ତି ।ସୁରକ୍ଷା ଦାୟତ୍ୱ ୨ ଜଣ ଅତିରିକ୍ତ ଏସ୍ପି ଙ୍କୁ ଦାୟିତ୍ୱ ଦିଆଯାଇଥିଲା ବେଳେ ସହରର ବିଭିନ୍ନ ଥାନା କୁ ସତର୍କ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି।
ସେହିପରି ନୂଆବର୍ଷ ପାଳନ ପାଇଁ କମିସନରେଟ ପୋଲିସ ପକ୍ଷରୁ ଲାଇସେନ୍ସ ବ୍ୟବସ୍ଥା କରାଯାଇଛି।ଯେଉଁ ମାନେ ବିନା ଲାଇସେନ୍ସ ରେ ନୂଆବର୍ଷ ପାଳନ କରୁଥିବେ ,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।ତେବେ ରାତି ୧୦ ଟା ପରେ ଡ଼ାକବାଜି ଯନ୍ତ୍ର ବଜାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.