ETV Bharat / city

ରକ୍ତାଭାବ ଦୂର ପାଇଁ ଡିସିପିଙ୍କ ରକ୍ତଦାନ, ଦେଲେ ସେବାର ବାର୍ତ୍ତା

କୋରୋନା ପ୍ରଭାବରେ ସାରା ରାଜ୍ୟରେ ବର୍ତ୍ତମାନ ରକ୍ତାଭାବ ଦେଶଖା ଦେଇଥିବା ବେଳେ ଏହି ରକ୍ତାଭାବ ଦୂର କରିବା ପାଇଁ ଆଗେଇ ଆସିଛି କମିଶନରେଟ ପୋଲିସ ।

cuttack dcp akhileswar singh, cuttack dcp latest news, cuttack latest news, blood deficity in odisha, dcp donates blood to avoid blood deficity, blood donation, କଟକ ଡିସିପି ଅଖିଳେଶ୍ବର ସିଂ, କଟକ ଡିସିପି ଲାଟେଷ୍ଟ ନ୍ୟୁଜ୍‌, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ରକ୍ତାଭାବ, ରକ୍ତାଭାବ ଦୂର ପାଇଁ କଟକ ଡିସିପିଙ୍କ ରକ୍ତଦାନ, ରକ୍ତଦାନ
ରକ୍ତାଭାବ ଦୂର ପାଇଁ ଡିସିପିଙ୍କ ରକ୍ତଦାନ, ଦେଲେ ସେବାର ବାର୍ତ୍ତା
author img

By

Published : Apr 18, 2020, 8:28 PM IST

କଟକ: କୋରୋନା ପ୍ରଭାବରେ ସାରା ରାଜ୍ୟରେ ବର୍ତ୍ତମାନ ରକ୍ତାଭାବ ଦେଶଖା ଦେଇଥିବା ବେଳେ ଏହି ରକ୍ତାଭାବ ଦୂର କରିବା ପାଇଁ ଆଗେଇ ଆସିଛି କମିଶନରେଟ ପୋଲିସ । ଏନେଇ ଶନିବାର ରକ୍ତଦାନ କରି ସମାଜକୁ ରକ୍ତଦାନ କରିବାକୁ ପ୍ରେରଣା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ରାଜ୍ୟରେ କୋରୋନା ମହାମାରୀକୁ ନେଇ କଟକଣା ବଳବତ୍ତର ରହିଥିବା ବେଳେ କେହି ରକ୍ତାଭାବର ଶିକାର ନହେଉ ବୋଲି କହିଛନ୍ତି ଡିସିପି । ଜୀବନବିନ୍ଦୁ ପକ୍ଷରୁ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଏନେଇ ରକ୍ତଦାନ କରି ସମାଜକୁ ସେବାର ବାର୍ତ୍ତା ଦେଇଛନ୍ତି ସେ ।

ଏହି ପରିପ୍ରେକ୍ଷୀରେ ସେ ଏହା ମଧ୍ୟ କହିଛନ୍ତି କି ‘ନିଜ ଅପେକ୍ଷା ଲୋକଙ୍କ ଜୀବନ ମୋର ବେଶୀ ପ୍ରିୟ’ । ଯାହା ବର୍ତ୍ତମାନ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ବାର୍ତ୍ତା ସୃଷ୍ଟି କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.