ETV Bharat / city

ଫନି ପ୍ରଭାବିତଙ୍କ ମୁହଁରେ ହସ ଫୁଟାଇଲା କ୍ରେଡାଇ - fani

ଫନି ବ୍ୟାତାରେ କ୍ଷତିଗ୍ରସ୍ତ ହୋଇଥିବା ବସ୍ତିବାସିନ୍ଦାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି କ୍ରେଡାଇ । ସଂସ୍ଥା ପକ୍ଷରୁ ବସ୍ତି ବାସିନ୍ଦାକୁ ଟିଣ ଓ ସୋଲାର ଲାଇଟ ବଣ୍ଟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 5, 2019, 7:37 PM IST

କଟକ: ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଛି କ୍ରେଡାଇ ସଂସ୍ଥା । ସଂସ୍ଥା ପକ୍ଷରୁ 50ଜଣ ବସ୍ତିବାସିନ୍ଦାଙ୍କୁ ଟିଣ ଓ ସୋଲାର ଲାଇଟ ପ୍ରଦାନ କରାଯାଇଛି । ଆଗକୁ ଭୁବନେଶ୍ବର ଓ ପୁରୀରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କ୍ରେଡାଇର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସେ କହିଛନ୍ତି । ଗତ ମେ 3 ତାରିଖରେ ଆସିଥିବା ପ୍ରଳୟଙ୍କାରୀ ବାତ୍ୟା ଫନିରେ ବହୁ ଲୋକେ ବେଘର ହୋଇଯାଇଥିଲେ । ବିଶେଷ କରି କଟକରେ ରହୁଥିବା ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବଜେଟ ନେଇ କେନ୍ଦୁଝରରୁ ପ୍ରତିକ୍ରିୟାBody:ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଲୋକସଭା ରେ ବଜେଟ ରଖିଛନ୍ତି । ଏନେଇ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟା ମିଳୁଛି । ବିଶେଷ କରି ମହିଳାଙ୍କ ପାଇଁ ଲୋନ କୁ ନେଇ କିଛି କେନ୍ଦୁଝରର କିଛି ବୁଦ୍ଧିଜୀବୀ ରାଜ୍ୟ ସରକାରଙ୍କ ନୀତି କୁ ପ୍ରଶଂସା କରିଥିବାବେଳେ ହର ଘର ଜଳ ଓ ଏଲଇଡି ବଲ ପ୍ରଦାନ କୁ ବହୁଜଣ ପ୍ରଶଂସା କରିଛନ୍ତି।

ବାଇଟ-୧- କାନନ ବିହାରୀ ପହି ( ସଭାପତି, କେ ସି ସି ବ୍ୟାଙ୍କ, କେନ୍ଦୁଝର)- ଏସେଚଜୀ ଙ୍କୁ ଲୋନ ନେଇ ପ୍ରତିକ୍ରିୟା

ବାଇଟ-୨- ଏ ଆର ଖାନ ( ସ୍ବେଚ୍ଛାସେବୀ) -ଏଲ ଇ ଡି ବଲବ ଉପରେ ପ୍ରତିକ୍ରିୟା

ବାଇଟ-୩- ଶରତ ଚନ୍ଦ୍ର ଦାସ ( ବୁଦ୍ଧିଜୀବୀ)- ହର ଘର ଜଳ କୁ ନେଇ ପ୍ରତିକ୍ରିୟାConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.