ETV Bharat / city

କାୟା ମେଲାଉଛି କୋରୋନା; ଘରେ ରହିବାକୁ ନିବେଦନ କଲେ କଟକ ଡିସିପି

କଟକରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକି ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥିତିରେ ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ଅଧିକ ଖବର ପଢନ୍ତୁ...

author img

By

Published : Jul 8, 2020, 8:00 AM IST

କାୟା ମେଲାଉଛି କୋରୋନା; ଘରେ ରହିବାକୁ ନିବେଦନ କଲେ କଟକ ଡିସିପି
କାୟା ମେଲାଉଛି କୋରୋନା; ଘରେ ରହିବାକୁ ନିବେଦନ କଲେ କଟକ ଡିସିପି

କଟକ: ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସଂକ୍ରମଣକୁ ରୋକିବା ପାଇଁ ସହରକୁ ସଟଡାଉନ ଘୋଷଣା କରାଯାଇଛି । ମାତ୍ର ସଟଡାଉନ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ଅଭ୍ୟାସଗତ କିଛି ଅମାନିଆ ।

ଯାହାକି ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବାରମ୍ବାର ତଣ୍ଡ ଦେଉଛନ୍ତି କିନ୍ତୁ ସୁଧୁରୁନାହାଁନ୍ତି । ସ୍ଥିତି ଏମିତିକି ପ୍ରତ୍ୟେକ ଦିନ ହଜାର ହଜାର ହଜାର ଟଙ୍କା ଫାଇନ କଲେକ୍ସନ କରୁଛି କମିଶନରେଟ ପୋଲିସ ।

ଏଭଳି ସ୍ଥିତିରେ ନିୟମ କୁ ମାନିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ସହରବାସୀ ଯଦି ନିୟମକୁ ନମାନିବେ ତେବେ ଆଗକୁ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ତେବେ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ଡିସିପି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.