ETV Bharat / city

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ ମହାନ୍ତି

author img

By

Published : Jul 27, 2022, 8:47 PM IST

ହାଇକୋର୍ଟରେ ଅଭିନେତା ବାବୁସାନ ମହାନ୍ତି । ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କଲେ ବାବୁସାନ । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତା । ବାବୁସାନଙ୍କ ବିରୋଧରେ ଦଫା ୪୯୮(କ), ୫୦୬ ଲାଗିଛି । ଅଧିକ ପଢନ୍ତୁ

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ ମହାନ୍ତି
ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ ମହାନ୍ତି

କଟକ: ହାଇକୋର୍ଟରେ ଅଭିନେତା ବାବୁସାନ ମହାନ୍ତି । ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କଲେ ବାବୁସାନ । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତା । ବାବୁସାନଙ୍କ ବିରୋଧରେ ଦଫା ୪୯୮(କ), ୫୦୬ ଲାଗିଛି ।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଓ ବିଭିନ୍ନ ଅଭିଯୋଗ କରି ବାବୁସାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି । ଏହାସହ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ତୃପ୍ତି । ଏହାକୁ ନେଇ ବାବୁସାନଙ୍କୁ ହାଜର ହେବା ପାଇଁ ପୋଲିସ ନୋଟିସ ଜାରି କରିଛି । ତେଣୁ ପୋଲିସର ସାମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.