ETV Bharat / city

ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ଛାତ୍ର କଂଗ୍ରେସ

author img

By

Published : Sep 23, 2022, 7:56 AM IST

କଲେଜ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା  ଛାତ୍ର କଂଗ୍ରେସ
ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: କଲେଜ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଛାତ୍ର କଂଗ୍ରେସ । ଏନେଇ ଗୁରୁବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜଙ୍କ ନେତୃତ୍ବରେ ଏକ ପ୍ରତିନିଧ୍ଵ ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗତ ଚାରିବର୍ଷ ଧରି ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟମାନଙ୍କରେ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ପୁନଃ କରାଯିବା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି ।

ନିର୍ବାଚନ ବନ୍ଦ ହେବା ଦ୍ଵାରା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ମାନଙ୍କରେ ବିଭିନ୍ନ ଛାତ୍ର ସ୍ଵାର୍ଥ ସମ୍ବଳିତ ସମସ୍ୟା ସୃଷ୍ଟି ହେଉଛି । ଆଉ ଏହି ସମସ୍ୟାର କିଛି ସମାଧାନ ହେଇପାରୁନାହିଁ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.