ETV Bharat / city

ଗାନ୍ଧୀ ମାର୍ଗରେ ମଦ ବନ୍ଦ ପାଇଁ ଗର୍ଜନ କଲେ ଶତାଧିକ ମହିଳା - ଓଡ଼ିଶାର ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି

ଭୁବନେଶ୍ବରରେ ମିଳିତ ନିଶା ନିବାରଣ ସଂଘ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ 118ତମ ଜୟନ୍ତୀରେ ମଦ ବନ୍ଦ ଅଭିଯାନରେ ଗର୍ଜନ କଲେ ଶତାଧିକ ମହିଳା ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 24, 2019, 4:04 AM IST

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନରେ ମଦ ବନ୍ଦ ପାଇଁ ଆନ୍ଦୋଳନ । ନବକୃଷ୍ଣ ଚୌଧୁରୀଙ୍କ 118ତମ ଜୟନ୍ତୀ ଅବସରରରେ ମଦ ବନ୍ଦ ପାଇଁ ଶତାଧିକ ମହିଳା ଗର୍ଜନ କରିଛନ୍ତି ।

ରାଜ୍ୟରେ ସରକାର ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ବେଳେ ଶତାଧିକ ମହିଳା ମିଶି ଓଡ଼ିଶାର ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ଗହଳିର ଅନେକ ପରିବାରରେ ମଦ ପାଇଁ ସଂସାର ଉଜୁଡି ଯାଉଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଯେତେବେଳେ ବିହାର ଭଳି ରାଜ୍ୟ ମଦ ବିକ୍ରିକୁ ବନ୍ଦ କରି ଦିଆଗଲାଣି କିନ୍ତୁ ଓଡ଼ିଶା ସରକାର ମଦ ବିକ୍ରି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର ମଦକୁ ସମ୍ପୂର୍ଣ୍ଣ ବନ୍ଦ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମିଳିତ ନିଶା ନିବାରଣ ସଂଘ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ନବକୃଷ୍ଣ ଚୌଧୁରୀ ଙ୍କ 118ତମ ଜୟନ୍ତୀ ରେ ରାଜରାସ୍ତାରେ ମଦ ବନ୍ଦ ଅଭିଯାନ ରେ ଗର୍ଜ୍ଜନ କଲେ ଶତାଧିକ ମହିଳା।

ଗୋଟିଏ ପଟେ ସରକାର ମଦ ବିକ୍ରି କୁ ପ୍ରେସାହନ ଦେଉଥିବା ବେଳେ ଅନ୍ୟ ପଟେ ଶତାଧିକ ମହିଳା ମିଶି ଓଡ଼ିଶାର ମଦବିକ୍ରି କୁ ସମ୍ପୂର୍ଣ୍ଣ ବନ୍ଦ ଦାବି ରେ ଆଜି ରାଜରାସ୍ତା ଗର୍ଜନ କରିଥିଲେ। ମଦ ପାଇଁ ଗାଁ ଗହଳି ଅନେକ ପରିବାର ଉଜୁଡି ଯାଉଥିବା ର କଥା ମଧ୍ୟ କହିଛନ୍ତି ମହିଳା ମାନେ। ଯେତେବେଳେ ବିହାର ଭଳି ରାଜ୍ୟ ମଦ ବିକ୍ରି କୁ ବନ୍ଦ କରି ସାରିଲେଣି ଓଡ଼ିଶା ସରକାର କଣ ପାଇଁ ଆହୁରି ପ୍ରେସାହନ ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।ଆଉ ଆଗାମୀ ଦିନ ରେ ଯଦି ସରକାର ମଦ କୁ ସମ୍ପୂର୍ଣ୍ଣ ବନ୍ଦ ନ କଲେ ଆନ୍ଦେଳନ ଆହୁରି ତୀବ୍ର ହେବ ବୋଲି ମିଳିତ ନିଶା ନିବାରଣ ସଙ୍ଘ ନିଜର ମତ ରଖିଛି। ଭୁବନେଶ୍ୱର ସ୍ତିତ ମାଷ୍ଟର କ୍ୟାଣ୍ଟିନରେ ଏହି ଆନ୍ଦେଳନ ଟି ହୋଇ ଥିଲା।

ବାଇଟ ପଦ୍ମଲୋଚନ
ମିଳିତ ନିଶା ନିବାରଣ ସଙ୍ଘ ସଭାପତି

Body:ନବକୃଷ୍ଣ ଚୌଧୁରୀ ଙ୍କ 118ତମ ଜୟନ୍ତୀ ରେ ରାଜରାସ୍ତାରେ ମଦ ବନ୍ଦ ଅଭିଯାନ ରେ ଗର୍ଜ୍ଜନ କଲେ ଶତାଧିକ ମହିଳା।

ଗୋଟିଏ ପଟେ ସରକାର ମଦ ବିକ୍ରି କୁ ପ୍ରେସାହନ ଦେଉଥିବା ବେଳେ ଅନ୍ୟ ପଟେ ଶତାଧିକ ମହିଳା ମିଶି ଓଡ଼ିଶାର ମଦବିକ୍ରି କୁ ସମ୍ପୂର୍ଣ୍ଣ ବନ୍ଦ ଦାବି ରେ ଆଜି ରାଜରାସ୍ତା ଗର୍ଜନ କରିଥିଲେ। ମଦ ପାଇଁ ଗାଁ ଗହଳି ଅନେକ ପରିବାର ଉଜୁଡି ଯାଉଥିବା ର କଥା ମଧ୍ୟ କହିଛନ୍ତି ମହିଳା ମାନେ। ଯେତେବେଳେ ବିହାର ଭଳି ରାଜ୍ୟ ମଦ ବିକ୍ରି କୁ ବନ୍ଦ କରି ସାରିଲେଣି ଓଡ଼ିଶା ସରକାର କଣ ପାଇଁ ଆହୁରି ପ୍ରେସାହନ ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।ଆଉ ଆଗାମୀ ଦିନ ରେ ଯଦି ସରକାର ମଦ କୁ ସମ୍ପୂର୍ଣ୍ଣ ବନ୍ଦ ନ କଲେ ଆନ୍ଦେଳନ ଆହୁରି ତୀବ୍ର ହେବ ବୋଲି ମିଳିତ ନିଶା ନିବାରଣ ସଙ୍ଘ ନିଜର ମତ ରଖିଛି। ଭୁବନେଶ୍ୱର ସ୍ତିତ ମାଷ୍ଟର କ୍ୟାଣ୍ଟିନରେ ଏହି ଆନ୍ଦେଳନ ଟି ହୋଇ ଥିଲା।

ବାଇଟ ପଦ୍ମଲୋଚନ
ମିଳିତ ନିଶା ନିବାରଣ ସଙ୍ଘ ସଭାପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.