ETV Bharat / city

ବୁଧବାରଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ

author img

By

Published : Nov 12, 2019, 7:58 PM IST

Updated : Nov 12, 2019, 9:04 PM IST

ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଫାଇଲ ଫଟୋ

ଭୁବନେଶ୍ବର: ବୁଧବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁସାରେ ଅଧିବେଶନ ଆରମ୍ଭ ହେବା ପରେ ଦିବଂଗତ ନେତା ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ପରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

କାଲିଠୁ ବିଧାନସଭା ଶୀତ ଅଧିବେଶନ, ଆସିବ ଅତିରିକ୍ତ ବଜେଟ

ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ପୂର୍ବରୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଥିବା ବେଳେ, ଏହାକୁ ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନା କରାଯିବ। ପ୍ରାୟ 8300 କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରାଯାଇଛି। ଯାହାକି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ଅଧିକ ପାଣ୍ଠିରେ ବିନିଯୋଗ ହେବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତା କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ। ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି । ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରାଯାଇଛି । ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବୈଠକରେ ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଛି । ବିଶେଷ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଧିକ ପାଣ୍ଠିର ଆବଶ୍ୟକ ଥିବାରୁ ଏ ବାବଦକୁ ଅଧିକ ବ୍ୟୟ କରିବେ ସରକାର।Body:ନିରଞ୍ଜନ ପୂଜାରୀ, ଅର୍ଥମନ୍ତ୍ରୀConclusion:
Last Updated : Nov 12, 2019, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.