ETV Bharat / city

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ - ଭୁବନେଶ୍ବରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ବରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ତାଙ୍କୁ ପାଛୋଟି ଆଣିଛନ୍ତି ।

ଭୁବନେଶ୍ବରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ଭୁବନେଶ୍ବରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
author img

By

Published : Apr 2, 2021, 12:07 PM IST

Updated : Apr 2, 2021, 12:55 PM IST

ଭୁବନେଶ୍ବର: ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ପୂର୍ବାହ୍ନ 11 ଟା 07 ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ପୋଲିସ ଡିଜି ଅଭୟ ଓ ଉନ୍ନୟନ କମିଶନର ପିକେ ଜେନା ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଭେଙ୍କେୟା ନାଇଡୁ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ ।

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ବିମାନ ବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ରାଜଭବନକୁ ଯାଇଛନ୍ତି । ସେଠାରେ ତାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି। ଏହା ପରେ ସେ କଟକ ସ୍ଥିତି ସାରଳା ଭବନକୁ ଗସ୍ତ କରିବେ ।

ଆଜି ଆଦିକବି ସାରଳା ଦାସଙ୍କ 6 ଶହ ତମ ଜନ୍ମ ବାର୍ଷିକ । ସାରଳା ସାହିତ୍ୟ ସଂସଦର 40 ତମ ବାର୍ଷିକ ସମାରୋହ ପାଳନ କରାଯିବ । ଏହି ଅବସରରେ ଉପ-ରାଷ୍ଟ୍ରପତି କାର୍ଯ୍ୟକ୍ରମ ସାମିଲ ହେବେ । ଆସନ୍ତାକାଲି ଉତ୍କଳ ବିଶ୍ବବିଦ୍ୟାଳୟର 50 ତମ ସମାବର୍ତ୍ତନ କାର୍ଯ୍ୟରେ ଯୋଗ ଦେବେ ।

ଭୁବନେଶ୍ବରରୁ ବିକାଶ ଦାସ ଓ ତାପସ ପରିଡା, ଇଟିଭି ଭାରତ

Last Updated : Apr 2, 2021, 12:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.