ETV Bharat / city

ଶୁକ୍ରବାରଠୁ ଖୋଲିବ ରାଜଧାନୀର ୟୁନିଟ 4 ହାଟ - ବିଏମସି ନିଷ୍ପତ୍ତି

ରାଜଧାନୀରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ୟୁନିଟ 4 ମାର୍କେଟକୁ ଗତ 16 ତାରିଖରୁ ସିଲ କରିଥିଲା ବିଏମସି । କଟକଣା ଅବଧି ଶେଷ କରିବା ପରେ ଶୁକ୍ରବାର ଏହି ମାର୍କେଟ ପୁଣି ଖୋଲିବାକୁ ଯାଉଛି ।

bhubaneswar latest news, unit-4 maket, bmc latest news, bmc decision, corona update in bhubaneswar, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ୟୁନିଟ 4 ହାଟ, ବିଏମସି ଲାଟେଷ୍ଟ ନ୍ୟୁଜ୍‌, ବିଏମସି ନିଷ୍ପତ୍ତି, ଭୁବନେଶ୍ବରରେ କୋରୋନା ଅପଡେଟ
ଶୁକ୍ରବାରଠାରୁ ଖୋଲିବ ରାଜଧାନୀର ୟୁନିଟ 4 ହାଟ
author img

By

Published : Jul 30, 2020, 9:08 PM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ବ୍ୟବସାୟ ପେଣ୍ଠସ୍ଥଳୀ କୁହାଯାଉଥିବା ୟୁନିଟ 4 ମାର୍କେଟକୁ ଗତ 16 ତାରିଖରୁ ସିଲ କରିଥିଲା ବିଏମସି । କଟକଣା ଅବଧି ଶେଷ କରିବା ପରେ ଶୁକ୍ରବାର ଏହି ମାର୍କେଟ ପୁଣି ଖୋଲିବାକୁ ଯାଉଛି । ଏନେଇ ଗୁରୁବାର ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ବିଏମସି ।

bhubaneswar latest news, unit-4 maket, bmc latest news, bmc decision, corona update in bhubaneswar, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ୟୁନିଟ 4 ହାଟ, ବିଏମସି ଲାଟେଷ୍ଟ ନ୍ୟୁଜ୍‌, ବିଏମସି ନିଷ୍ପତ୍ତି, ଭୁବନେଶ୍ବରରେ କୋରୋନା ଅପଡେଟ
ଶୁକ୍ରବାରଠାରୁ ଖୋଲିବ ରାଜଧାନୀର ୟୁନିଟ 4 ହାଟ

ସୂଚନା ଅନୁଯାୟୀ ମାର୍କେଟରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମାର୍କେଟକୁ ଗତ 16 ତାରିଖରୁ ସିଲ କରାଯାଇଥିଲା । ଇତି ମଧ୍ୟରେ ମାର୍କେଟର ସମସ୍ତ ବ୍ୟବସାୟୀଙ୍କର ବିଭିନ୍ନ ସମୟରେ ଟେଷ୍ଟିଂ ସରିଛି । ଏନେଇ ୟୁନିଟ 4 ବ୍ୟବସାୟୀ ସଂଘ ପକ୍ଷରୁ ମାର୍କେଟରେ ସାମାଜିକ ଦୂରତ୍ବ ନିୟମ କଡାକଡି ରକ୍ଷା ପାଇଁ ଲିଖିତ ଆକାରରେ ବିଏମସିକୁ ଜଣାଇଛନ୍ତି ।

ଯେହେତୁ ୟୁନିଟ 4 ହାଟ ରାଜଧାନୀର ଏକ ବଡ ମାର୍କେଟ, ତେଣୁ ମହାମାରୀ ସମୟରେ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଶୁକ୍ରବାରଠାରୁ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.