ETV Bharat / city

ଚଳିତ ବର୍ଷ ହେବ କି ନାହିଁ UG/PG ପରୀକ୍ଷା ? ଜାଣନ୍ତୁ କଣ କହିଲେ ମନ୍ତ୍ରୀ...

author img

By

Published : Jun 12, 2021, 11:42 AM IST

Updated : Jun 12, 2021, 1:00 PM IST

ୟୁଜି ଓ ପିଜି ପରୀକ୍ଷା ହେବ । ପ୍ରସ୍ତୁତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ । ଆସନ୍ତା 18 ତାରିଖରେ ସମ୍ପୂର୍ଣ୍ଣ ରୂପେ ଶେଷ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ...

UG, PG Exam meeting continue minister arun sahoo with VCs in bhubaneswar
UG/PG ପରୀକ୍ଷା ପାଇଁ ବସିଛି ବୈଠକ

ଭୁବନେଶ୍ବର: ୟୁଜି ଓ ପିଜି ପରୀକ୍ଷା ହେବ । ପ୍ରସ୍ତୁତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା 18 ତାରିଖରେ ସମ୍ପୂର୍ଣ୍ଣ ରୂପେ ଶେଷ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ରାଜ୍ୟର ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ସହ ବିଭାଗୀୟ ମନ୍ତ୍ରୀଙ୍କ ବୈଠକ ବସିଥଲା।

UG/PG ପରୀକ୍ଷା ହେବ !

7 ଦିନ ମଧ୍ୟରେ କୁଳପତିମାନେ କଲେଜର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ,ଏଥିରେ ଗତବର୍ଷ ପରୀକ୍ଷାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବା ବେକେ ରାଜ୍ୟ ସରକାର ପରୀକ୍ଷା କରିଥିଲେ । ଅନଲାଇନରେ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା କୋର୍ସ ଶେଷ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Jun 12, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.