ETV Bharat / city

International Yoga Day: ବିମାନବନ୍ଦରରେ ପହଞ୍ଚିଲେ ୨ କେନ୍ଦ୍ରମନ୍ତ୍ରୀ

author img

By

Published : Jun 20, 2022, 11:01 PM IST

ଜୁନ ୨୧ ତାରିଖ ତଥା ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥିଲାଗି ୨ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

International Yoga Day: ବିମାନ ବନ୍ଦରରେ ପହଞ୍ଚିଲେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ (International Yoga Day)। ଏଥିଲାଗି ବିମାନ ବନ୍ଦରରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଅନ୍ତର୍ଜାତୀୟ ଯୋଗ ଦିବସରେ ସାମିଲ ହେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓ ମହେନ୍ଦ୍ରନାଥ ପାଣ୍ଡେ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଏହି ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ । ସେ ସର୍ବଦା ଫିଟ ଇଣ୍ଡିଆ ଉପରେ ଭରସା ରଖନ୍ତି । ଆଜାଦି କା ଅମୃତ ମହୋତ୍ସବକୁ ପାଳନ କରିବା ପାଇଁ ପୁରା ଦେଶର ୭୫ ଟି ସ୍ଥାନରେ ବଡଧରଣର ଶିବିରର ଆୟୋଜନ ହୋଇଛି । ଏଥିରୁ ଓଡ଼ିଶାରେ ୩ ଟି ସ୍ଥାନରେ ଏହି ବ୍ୟବସ୍ଥା କରାଯାଇଛି । ଅଶ୍ୱିନ ବୈଷ୍ଣବ କୋଣାର୍କ , ମହେନ୍ଦ୍ରନାଥ ପାଣ୍ଡେ ପୁରୀ ଓ ବିଶ୍ୱେଶର ଟୁଡୁ ମୟୂରଭଞ୍ଜର ଯୋଗ ଶିବିରରେ ଯୋଗ ଦେବେ । ଜଗନ୍ନାଥଙ୍କ କୃପାରୁ ପୁରୀର ଯୋଗ ଶିବିରରେ ସାମିଲ୍ ହେବାକୁ ସୁଯୋଗ ମିଳିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.