ETV Bharat / city

ଜାନୁଆରୀରୁ ହେଲମେଟ ଚେକିଂ ହେବ କଡାକଡି: ପରିବହନ ମନ୍ତ୍ରୀ - ମନ୍ତ୍ରୀ ପଦ୍ମନାଭ ବେହେରା

ଜାନୁଆରୀ ପହିଲାରୁ କଡାକଡି ହେବ ଟ୍ରାଫିକ ନିୟମ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...

transport minister reaction on helmet checking
ଜାନୁଆରୀରୁ ହେଲେମେଟ ଚେକିଂ ହେବ କଡାକଡି :ପରିବହନ ମନ୍ତ୍ରୀ
author img

By

Published : Dec 8, 2020, 3:52 PM IST

ଭୁବନେଶ୍ବର: ଜାନୁଆରୀ ପହିଲାରୁ କଡାକଡି ହେବ ଟ୍ରାଫିକ ନିୟମ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ ଏହି ଆଇନ ୨୦୧୯ ମସିହାରୁ ପାସ ହେଲାଣି, କିନ୍ତୁ କୋରୋନା ପାଇଁ କାର୍ଯ୍ୟକାରୀ ହୋଇନି । ଏବେ ଲୋକ ସଚେତନ ହେଲେଣି ।

ଜାନୁଆରୀରୁ ହେଲେମେଟ ଚେକିଂ ହେବ କଡାକଡି :ପରିବହନ ମନ୍ତ୍ରୀ

ଦୁଇ ଜଣ ହେଲମେଣ୍ଟ ପିନ୍ଧିବା ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେବ । ଜନ ସାଧାରଣଙ୍କ ଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ୫ଲକ୍ଷ ଡିଏଲ ଓ ଏଲଲ୍ କାର୍ଯ୍ୟ ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.