ETV Bharat / city

ମାଆଙ୍କ ପୂଜାରେ ସାମିଲ ହେଲେ କିନ୍ନର - ଶାରଦୀୟ ଦୁର୍ଗାପୂଜା

ଧରାପୃଷ୍ଠରୁ ପାପକୁ ହରଣ କରି ମାଆ ଯିବାର ସମୟ ଆସିଛି । ହେଲେ କିନ୍ନର ବି ଚଳିତଥର ମାଆଙ୍କ ସାମୂହିକ ପୂଜାରେ ସାମିଲ ହେବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 9, 2019, 4:04 AM IST

ଭୁବନେଶ୍ବର: ଏବେ ବିଦାୟ ନେବେ ମାଆ । ଧରାପୃଷ୍ଠରୁ ପାପକୁ ହରଣ କରି ମାଆ ଯିବାର ସମୟ ଆସିଛି । ହେଲେ କିନ୍ନର ବି ଚଳିତଥର ମାଆଙ୍କ ସାମୂହିକ ପୂଜାରେ ସାମିଲ ହେବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ପୂଜାରେ ସିକ୍ୟୁରିଟି ଦାୟିତ୍ବ ସମ୍ଭାଳିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଥର କରି ଯୋଗ ଦେଇଛନ୍ତି । ମାଆଙ୍କ ବିଭିନ୍ନ ଭଜନ, ଗୀତ ସହ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଛନ୍ତି କିନ୍ନର ମାନେ ।

ଅନ୍ୟ ପଟେ ନୟାପଲ୍ଲୀ ଦୁର୍ଗା ପୁଜା କମିଟିର ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କିଂନର ମାନଙ୍କୁ ମୁଖ୍ୟ ଶ୍ରୋତ ସାମିଲ କରିବା ର ପ୍ରୟାସ ରେ ନାୟପଲ୍ଲୀ ଦୁର୍ଗା ପୂଜା କମିଟି।

ଆଜି ଶେଷ ହୋଇଛି ମାଆ ଙ୍କ ପୂଜା, ଧରାପୃଷ୍ଠ ରୁ ପାପ କୁ ହରଣ କରି ମା ଯିବାର ସମୟ ଆସିଛି। ହେଲେ ସମାଜ ରେ ଅବହେଳିତ କିନ୍ନର ବି ଏ ଥର ମାଁ ଙ୍କ ସାମୂହିକ ପୂଜା ରେ ସାମିଲ ହେବାର ଦେଖିବା କୁ ମିଳିଛି। ପୂଜା ରେ ସିକ୍ୟୁରୀଟି ଦାଇତ୍ୱ ସମ୍ଭାଳିବା ସହ ଆଜି ସାସ୍କୃତିକ କାର୍ଯ୍ୟକ୍ରମ ରେ ପଥମ ଥର କରି ଯୋଗ ଦେଇଛନ୍ତି। ମାଙ୍କ ବିଭିନ୍ନ ଭଜନ ,ଗୀତ ସହ ଓଡିଶୀ ଓ ସମ୍ଭଲପୁରୀ ନାଚ ପରିବେଷଣ କରିଛନ୍ତି କିନ୍ନର ମାନେ।ଅନ୍ୟ ପଟେ ନାୟପଲ୍ଲୀ ଦୁର୍ଗା ପୂଜା କମିଟି ର ଏହି ପ୍ରୟାସ କୁ ବେଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ବାଇଟ ମେନକା ପରିଡା
ନାୟପଲ୍ଲୀ କିନ୍ନର ସମାଜ ର ସଭାପତି

Body:କିଂନର ମାନଙ୍କୁ ମୁଖ୍ୟ ଶ୍ରୋତ ସାମିଲ କରିବା ର ପ୍ରୟାସ ରେ ନାୟପଲ୍ଲୀ ଦୁର୍ଗା ପୂଜା କମିଟି।

ଆଜି ଶେଷ ହୋଇଛି ମାଆ ଙ୍କ ପୂଜା, ଧରାପୃଷ୍ଠ ରୁ ପାପ କୁ ହରଣ କରି ମା ଯିବାର ସମୟ ଆସିଛି। ହେଲେ ସମାଜ ରେ ଅବହେଳିତ କିନ୍ନର ବି ଏ ଥର ମାଁ ଙ୍କ ସାମୂହିକ ପୂଜା ରେ ସାମିଲ ହେବାର ଦେଖିବା କୁ ମିଳିଛି। ପୂଜା ରେ ସିକ୍ୟୁରୀଟି ଦାଇତ୍ୱ ସମ୍ଭାଳିବା ସହ ଆଜି ସାସ୍କୃତିକ କାର୍ଯ୍ୟକ୍ରମ ରେ ପଥମ ଥର କରି ଯୋଗ ଦେଇଛନ୍ତି। ମାଙ୍କ ବିଭିନ୍ନ ଭଜନ ,ଗୀତ ସହ ଓଡିଶୀ ଓ ସମ୍ଭଲପୁରୀ ନାଚ ପରିବେଷଣ କରିଛନ୍ତି କିନ୍ନର ମାନେ।ଅନ୍ୟ ପଟେ ନାୟପଲ୍ଲୀ ଦୁର୍ଗା ପୂଜା କମିଟି ର ଏହି ପ୍ରୟାସ କୁ ବେଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ବାଇଟ ମେନକା ପରିଡା
ନାୟପଲ୍ଲୀ କିନ୍ନର ସମାଜ ର ସଭାପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.