ETV Bharat / city

ODISHA CORONA: ଦିନକରେ ୧୦୫୮ ପଜିଟିଭ ଚିହ୍ନଟ

author img

By

Published : Aug 15, 2021, 9:07 AM IST

୨୪ ଘଣ୍ଟା ମଧ୍ୟରେ ପୁଣି ୧୦୫୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ODISHA CORONA: ଦିନକରେ ୧୦୫୮  ପଜିଟିଭ ଚିହ୍ନଟ
ODISHA CORONA: ଦିନକରେ ୧୦୫୮ ପଜିଟିଭ ଚିହ୍ନଟODISHA CORONA: ଦିନକରେ ୧୦୫୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ପୁଣି ୧୦୫୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୧୬ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୪୧ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

  • Covid-19 Report For 14th August

    New positives: 1058
    In quarantine: 616
    Local contacts: 442
    Of which 0-18 years: 138

    (Details of local contacts will be shared by concerned Dist Administration)

    District Wise Cases:

    1. Angul: 32
    2. Balasore: 38
    3. Bargarh: 11
    4. Bhadrak: 32

    — I & PR Department, Odisha (@IPR_Odisha) August 15, 2021 " class="align-text-top noRightClick twitterSection" data=" ">

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୩୨, ବାଲେଶ୍ବରରୁ ୩୮, ବରଗଡ଼ରୁ ୧୧, ଭଦ୍ରକରୁ ୩୨, ବଲାଙ୍ଗୀରରୁ ୨, ବୈଦ୍ଧରୁ ୩, କଟକରୁ ୧୬୨, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡାରୁ 37 , କଳାହାଣ୍ଡିରୁ ୮, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୭, ନୂଆପଡାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୭, ଷ୍ଟେଟ ପୁଲ୍‌ରୁ ୮୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.