ETV Bharat / city

ରାଜ୍ୟରେ ଆଜି 2,796 କୋରୋନା ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ - ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ରାଜ୍ୟରେ ଆଜି ସୁସ୍ଥ ହେଲେ 2,796 ଜଣ କୋରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

patients have recovered in state
ରାଜ୍ୟରେ ଆଜି 2,796 କୋରୋନା ସୁସ୍ଥ
author img

By

Published : Oct 13, 2020, 6:38 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ମଙ୍ଗଳବାର) ସୁସ୍ଥ ହେଲେ 2,796 ଜଣ କୋରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ତେବେ ଏହାକୁ ମିଶାଇ ଆଜିସୁଦ୍ଧା 2 ଲକ୍ଷ 32 ହଜାର 988 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ଆଜି 30 ଟି ଜିଲ୍ଲାରୁ ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 582 ଜଣ ସୁସ୍ଥ ହୋଇଛନ୍ତି । ସେପଟେ କଟକରୁ 179, ଯାଜପୁରରୁ 148, ଅନୁଗୁଳରେ 135, ପୁରୀରେ 127, ନବରଙ୍ଗପୁରରୁ 120, ବଲାଙ୍ଗିରରେ 107, ସମ୍ବଲପୁରରେ 106, କେନ୍ଦ୍ରାପଡାରେ 102, ବରଗଡ ଓ ନୂଆପଡାରେ 72 ଜଣ ଆରୋଗ୍ୟ ହୋଇଥିବା ବେଳେ ମୟୁରଭଞ୍ଜରେ 96, ସୁନ୍ଦରଗଡରେ 77 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରେ 76, ବାଲେଶ୍ବରରେ 75, ସୋନପୁରରେ 71, ଜଗତସିଂହପୁରରେ 52, କନ୍ଧମାଳରୁ 50, କୋରାପୁଟରୁ 47, ଭଦ୍ରକରୁ 42, କେନ୍ଦୁଝରରେ 41, ମାଲକାନଗିରି 41, ନୟାଗଡରେ 37, ଗଞ୍ଜାମରେ 34, ଢେଙ୍କାନାଲରେ 33, ଝରସୁଗୁଡ଼ାରେ 31, ଦେଓଗଡରେ 17, ଗଜପତିରେ 17, ବୌଦ୍ଧରେ 5, ରାୟଗଡାରେ 4, ଷ୍ଟେଟପୋଲ 150 ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.