ETV Bharat / city

ରାଜ୍ୟରୁ 325 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Dec 25, 2020, 12:50 PM IST

ରାଜ୍ୟରେ କୋରୋନାର ଡାଉନଟ୍ରେଣ୍ଡ ଜାରି ରହିଛି । ଆଜି ଗୋଟିଏ ଦିନରେ 325 ନୂଆ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ 325 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରୁ 325 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ 187 ଜଣ କ୍ବାରେଣ୍ଟାଇନରୁ ଓ 138 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୋଳରୁ 32, ବାଲେଶ୍ୱରରୁ 28, ବରଗଡରୁ 18, ଭଦ୍ରକରୁ 4, ବଲାଙ୍ଗୀରରୁ 12, କଟକରୁ19, ଗଞ୍ଜାମରୁ 5, ଜଗତସିଂହପୁରରୁ 1, ଯାଜପୁରରୁ 17, ଝାରସୁଗୁଡାରୁ 11, କଳାହାଣ୍ଡିରୁ 5 , କେନ୍ଦ୍ରାପଡାରୁ 10, କେନ୍ଦୁଝରରୁ 11 ରହିଛନ୍ତି ।

ସେହିପରି ଖୋର୍ଦ୍ଧାରେ 36, ମୟୁରଭଞ୍ଜରେ 18, ନବରଙ୍ଗପୁରରେ 2, ନୂଆପଡାରେ 18, ପୁରୀରେ 4, ସମ୍ବଲପୁରରେ 21, ସୁନ୍ଦରଗଡରେ 3, ସୋନପୁରରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୋଲରେ 9 ।

ସେପଟେ 325 ନୂଆ ସଂକ୍ରମିତଙ୍କ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 27 ହଜାର 867 ରେ ପହଞ୍ଚିଛି । ସେଥିମଧ୍ୟରୁ 3 ଲକ୍ଷ 22 ହଜାର 972 ଜଣ ସୁସ୍ଥ ହୋଇସାରିଲେଣି । 2 ହଜାର 989 ଟି ମାମଲା ଏବେ ସକ୍ରିୟ ରହିଛି । 6770104 ଟି କୋରୋନା ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.