ETV Bharat / city

ରାଜ୍ୟରେ 11 ମୁଣ୍ଡ ନେଲା ମହାମାରୀ କୋରୋନା - corona death

ରାଜ୍ୟରେ ପୁଣି 11 ମୁଣ୍ଡ ନେଲା ମହାମାରୀ କୋରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1308କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ 11 ମୁଣ୍ଡ ନେଲା ମହାମାରୀ କୋରୋନା
ରାଜ୍ୟରେ 11 ମୁଣ୍ଡ ନେଲା ମହାମାରୀ କୋରୋନା
author img

By

Published : Oct 30, 2020, 1:08 PM IST

ଭୁବନେଶ୍ବର: ଧୀରେ ଧୀରେ କୋରୋନାର ପ୍ରଭାବ ହ୍ରାସ ପାଉଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟୁଛି । ଏହି କ୍ରମରେ ରାଜ୍ୟରେ ଆଜି 11 ଜଣଙ୍କ ପ୍ରାଣ ନେଇଛି ମହାମାରୀ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1308କୁ ବୃଦ୍ଧି ପାଇଛି ।

ରାଜ୍ୟରେ 11 ମୁଣ୍ଡ ନେଲା ମହାମାରୀ କୋରୋନା
ରାଜ୍ୟରେ 11 ମୁଣ୍ଡ ନେଲା ମହାମାରୀ କୋରୋନା

ସେହିପରି ମୃତକ 11 ଜଣଙ୍କ ମଧ୍ୟରେ ଅନୁଗୋଳର 55 ବର୍ଷୀୟ ପୁରୁଷ, ଭୁବନେଶ୍ବରର 40 ବର୍ଷୀୟ ମହିଳା ଓ 66 ବର୍ଷୀୟ ବୃଦ୍ଧ, କଟକରେ 54 ବର୍ଷୀୟ ମହିଳା ଓ 67 ବର୍ଷୀୟ ବୃଦ୍ଧା, ଗଞ୍ଜାମରେ 62 ବର୍ଷୀୟ ବୃଦ୍ଧ, ଝାଡସୁଗୁଡାରୁ 68 ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାରୁ 59 ବର୍ଷୀୟ ବୃଦ୍ଧ, କନ୍ଧମାଳରୁ 42 ବର୍ଷୀୟ ପୁରୁଷ, ନୂଆପଡାରୁ 45 ବର୍ଷୀୟ ପୁରୁଷ ଓ ରାୟଗଡାରୁ 61 ବର୍ଷୀୟ ବୃଦ୍ଧ ଅଛନ୍ତି ।

ସମସ୍ତ ମୃତକ କୋରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.