ETV Bharat / city

ଭର୍ଚୁଆଲରେ ବୁଲନ୍ତୁ ନନ୍ଦନକାନନ

ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ । ଏକ ୱେବ୍ ଲିଙ୍କରେ ନନ୍ଦନକାନନର ସମସ୍ତ ଏନକ୍ଲୋଜର ଏବଂ ସଫାରୀ 360 ଡିଗ୍ରୀରେ ଦେଖିପାରିବେ । ଅଧିକ ପଢନ୍ତୁ....

ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ
ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ
author img

By

Published : Oct 29, 2020, 4:20 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା ତାଣ୍ଡବ ଜାରି ରହିଥିବାବେଳେ ମହାମାରୀ ଆମର ଜୀବନଶୈଳୀ, କାର୍ଯ୍ୟ ଓ ଚିନ୍ତାଧାରକୁ ବଦଳାଇ ଦେଇଛି । ନୂଆ ଉପାୟରେ ଲୋକଙ୍କ ପାଖରେ ପହଞ୍ଚିବାର ଶିକ୍ଷା ଦେଇଛି କୋରୋନା । ଏପରିକି ସଭିଁଙ୍କୁ ଟେକ୍ନୋଲୋଜିର ବ୍ୟବହାର କରିବା ମଧ୍ୟ ଶିଖାଇ ଦେଇଛି । ମହାମାରୀ ସମୟରେ ଅଧିକାଂଶ କାର୍ଯ୍ୟ ଅନଲାଇନରେ ହୋଇଥିଲା । ସେ ରାଲି ହେଉ କି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ, ଏମିତିକି ଦେବାଦେବୀଙ୍କ ମନ୍ଦିରର ଆଳତୀ ଦୃଶ୍ୟ, ସବୁକିଛି ଅନଲାଇନ ଅର୍ଥାତ୍ ଭର୍ଚୁଆଲ ହୋଇଥିଲା । ଆଉ ଏବେ ଏଥିରେ ସାମିଲ ହୋଇଛି ପର୍ଯ୍ୟଟକଙ୍କ ଭ୍ରମଣ ।

ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ
ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ

ଏଣିକି ଘରେ ରହି ପର୍ଯ୍ୟଟକ ବୁଲିପାରିବେ ନନ୍ଦନକାନନ ଚିଡିଆଖାନା । ଭର୍ଚୁଆଲରେ ହେବ ଚିଡିଆଖାନାର ଭ୍ରମଣ । ଏକ ୱେବ ଲିଙ୍କ ମାଧ୍ୟମରେ ନନ୍ଦନକାନନର ସମସ୍ତ ଏନକ୍ଲୋଜର ଏବଂ ସଫାରୀ 360 ଡିଗ୍ରୀରେ ଦେଖିପାରିବେ ।

ଭର୍ଚୁଆଲରେ ହେବ ନନ୍ଦନକାନନ ଭ୍ରମଣ

ୱେବ୍ ଲିଙ୍କ୍ nandanakana.org/tour ଏବଂ nandanakanan.org ରେ କ୍ଲିକ କଲେ ନନ୍ଦନକାନନର ସମସ୍ତ ଅଞ୍ଚଳ ଦୃଶ୍ୟମାନ ହେବ । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.