ETV Bharat / city

ପେଟ୍ରୋଲ-ଡିଜେଲ ଉପରେ ଭାଟ୍‌ କମାଉ ରାଜ୍ୟ: ବିଜେପି

author img

By

Published : Jun 14, 2021, 5:23 PM IST

ଦରଦାମ ବୃଦ୍ଧି ନେଇ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ପେଟ୍ରୋଲ ଡିଜେଲ ଉପରେ ରାଜ୍ୟ ସରକାର 30 ଟଙ୍କା ଶୁଳ୍କ ନେଉଛନ୍ତି । ଅଧିକ ପଢନ୍ତୁ..

ପେଟ୍ରୋଲ-ଡିଜେଲ ଉପରେ ଭାଟ୍ କମାଉ ରାଜ୍ୟ
ପେଟ୍ରୋଲ-ଡିଜେଲ ଉପରେ ଭାଟ୍ କମାଉ ରାଜ୍ୟ

ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ପେଟ୍ରୋଲ ଡିଜେଲ ଉପରେ ରାଜ୍ୟ ସରକାର 30 ଟଙ୍କା ଶୁଳ୍କ ନେଉଛନ୍ତି ।

ପେଟ୍ରୋଲ-ଡିଜେଲ ଉପରେ ଭାଟ୍ କମାଉ ରାଜ୍ୟ

ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରେ ନେଉଥିବା ଭାଟ୍ କମେଇଲେ ଓଡ଼ିଶାର ଅନ୍ୟ ଦରଦାମ କମିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକିବା ପାଇଁ ବ୍ୟବସ୍ଥା ନଥିବା ହେତୁ ଏଭଳି ସ୍ଥିତି ଉପୁଜୁଛି।

ଏହାସହ ଏମଏସପି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଧାନରେ ମୁଖ୍ୟମନ୍ତ୍ରୀ 100 ଟଙ୍କା ବୋନସ ଦେବେ ବୋଲି କହିଥିଲେ ହେଲେ ଏଯାଏଁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.