ETV Bharat / city

ବେସରକାରୀ ସ୍କୁଲ ବିରୁଦ୍ଧରେ ଅଭିଯୋଗ କଲେ ଅଭିଭାବକ ସଙ୍ଘ - The Parents' Association

କୋରୋନା ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଜୋର ଜବରଦସ୍ତ ଫି ହାସଲ କରି ପାରିବେ ନାହିଁ ବୋଲି ସରକାର ଓ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅଧିକ ପଢନ୍ତୁ...

The Parents' Association has Complaint against the private school
ବେସରକାରୀ ସ୍କୁଲ ବିରୁଦ୍ଧରେ ଅଭିଯୋଗ କଲେ ପ୍ୟାରେଣ୍ଟସ ଆସୋସିଏସନ
author img

By

Published : Nov 6, 2020, 3:51 PM IST

ଭୁବନେଶ୍ବର: କୋରୋନା ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଜୋର ଜବରଦସ୍ତ ଫି ହାସଲ କରିପାରିବେ ନାହିଁ ବୋଲି ସରକାର ଓ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ତେବେ ଏହାକୁ ଅବମାନନା କରି ଏକ ପବ୍ଲିକ ସ୍କୁଲ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ସମ୍ପୃକ୍ତ ସ୍କୁଲ ପ୍ୟାରେଣ୍ଟସ ଆସୋସିଏସନ ।

ଶୁକ୍ରବାର ଆୟୋଗଙ୍କ କାର୍ଯ୍ୟାଳୟ ଯାଇ କିପରି ଉକ୍ତ ୟଙ୍ଗ ଫନିକ୍ସ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ଯେଉଁ ଛାତ୍ରଛାତ୍ରୀ ଫି ନ ଦେଇଛନ୍ତି, ତାଙ୍କୁ ଅନଲାଇନ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଓ ଅନ୍ୟାନ୍ୟ ଉପାୟରେ ନିର୍ଯ୍ୟାତନା ଦେଉଥିବା କହିଛନ୍ତି । ତେଣୁ ଶିଶୁ ଅଧିକାର ଆୟୋଗ ଉକ୍ତ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସବୁ ପିଲାଙ୍କୁ ଉପଯୁକ୍ତ ସୁଯୋଗ ଦେବା ଏବଂ ମାନସିକ ନିର୍ଯାତନା ବନ୍ଦ କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.