ଭୁବନେଶ୍ବର:କୋରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ଲାଗି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ନିର୍ମାଣ କରିଥିଲେ ରାଜ୍ୟ ସରକାର। ଗତ ମେ’ ୩୧ ତାରିଖ ମଧ୍ୟରେ TMC ପରିଚାଳନାରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଛନ୍ତି ସରକାର।
ସମସ୍ତ ଜିଲ୍ଲାପାଳ, PD, DRDA ଓ ବିଡିଓ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ। ଜୁନ୍ ୧୯ ତାରିଖ ମଧ୍ୟରେ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ