ETV Bharat / city

4 ସ୍ବତନ୍ତ୍ର ଟ୍ରେନକୁ ବାତିଲ୍ କଲା ପୂର୍ବତଟ ରେଳବାଇ

author img

By

Published : May 6, 2021, 10:58 PM IST

ପୂର୍ବତଟ ରେଳପଥ ପକ୍ଷରୁ 4 ଟ୍ରେନ ବାତିଲ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ । ଅଧିକ ପଢନ୍ତୁ...

ଚାରି ସ୍ବତନ୍ତ୍ର ଟ୍ରେନକୁ ବାତିଲ୍ କଲା ପୂର୍ବତଟ ରେଳବାଇ

ଭୁବନେଶ୍ବର: ଦ୍ରୁତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇର ପଦକ୍ଷେପ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରୋଟି ସ୍ୱତନ୍ତ୍ର ଟ୍ରେନରେ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ 8 ରୁ 22 ମେ ଏବଂ ଭୁବନେଶ୍ୱରରୁ 9 ରୁ 23 ମେ', 2021 ମଧ୍ୟରେ ବାତିଲ ରହିବ ।

08516/08515 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ରୁ 7 ରୁ 21 ମେ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 8 ରୁ 22 ମେ', 2021 ବାତିଲ୍ ହୋଇ ରହିବ ।

02708/02707 ତିରୁପତି-ବିଶାଖାପାଟଣା-ତିରୁପତି ବିଶେଷ ଟ୍ରେନ ତିରୁପତି ଠାରୁ 7 ରୁ 30 ମେ' ଏବଂ ବିଶାଖାପାଟନମ୍ ଠାରୁ 8 ରୁ 31 ମେ', 2021 ମଧ୍ୟରେ ବାତିଲ୍ ରହିବ ।

02784/02783 ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦ ଠାରୁ 8 ରୁ 29 ମେ ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 9 ରୁ 30 ମେ, 2021 ମଧ୍ୟରେ ବାତିଲ୍ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.