ETV Bharat / city

ଖୋଲିଲା ରାଜଧାନୀର ପାର୍କ - ପାର୍କ

ଖୋଲିଲା ରାଜଧାନୀର ପାର୍କ, ଚଳଚଞ୍ଚଳ ଭୁବନେଶ୍ବର । ଦୀର୍ଘ ଦିନ ପରେ ରାଜଧାନୀର ଖୋଲିଛି ପାର୍କ । ଚଳଚଞ୍ଚଳ ହେଲା ପାର୍କ। ସକାଳ ଓ ସନ୍ଧ୍ୟାରେ ଖୋଲିବା ପାର୍କ। ଏହି ସମୟରେ ସାମାଜିକ ଦୂରତା ପରି ନିର୍ଦେଶକୁ ମାନିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର। ଅଧିକ ପଢନ୍ତୁ..

the-capitals-park-has-opened-today
the-capitals-park-has-opened-today
author img

By

Published : May 24, 2020, 2:07 PM IST

Updated : May 24, 2020, 4:51 PM IST

ଭୁବନେଶ୍ବର: ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର। ଆଜି ଠାରୁ ରାଜଧାନୀର ହାତ ଗଣତି ଭାବରେ ପାର୍କ ଖୋଲାଯାଇଛି। ଏଥର ଯୋଗ, ବ୍ୟାୟାମ, ଚଳପ୍ରଚଳ, ପ୍ରାତଃ ଭ୍ରମଣ ଆଦି କରିପାରିବେ ରାଜଧାନୀବାସୀ । ପାର୍କ ଖୋଲାକୁ ନେଇ ସାମାଜିକ ଦୁରତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି।

ଖୋଲିଲା ରାଜଧାନୀର ପାର୍କ

ଏନେଇ କିଛି ବରିଷ୍ଠ ନାଗରିକ କହିଛନ୍ତି ଯେ ଦୀର୍ଘ ଦିନ ଧରି ଘରେ ରହିବା ଫଳରେ ମାନସିକ ଚାପରେ ରହିଆସୁଥଲେ । କିନ୍ତୁ ପାର୍କ ଖୋଲିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଅନେକ ଦିନର ବନ୍ଧୁ ମାନଙ୍କୁ ଦେଖିବାକୁ ମିଳୁଛି। ଖୁସି ଅନୁଭବ ହେବା ସହ ଯୋଗ ପ୍ରାତଃ ଭ୍ରମଣ ଆଦି କରିବାକୁ ଆନନ୍ଦ ଲାଗୁଛି ବୋଲି କହିଛନ୍ତି ।

ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ପାର୍କ ଖୋଲିବା ନେଇ ଅନେକ ନିୟମ ମାନିବାକୁ ପଡିବ। ଯାହା କରୋନା ଠାରୁ ଦୂରେଇ ରହିବାକୁ ପଡିବ। ସମସ୍ତଙ୍କର ମାସ୍କ ବାଧ୍ୟତାମୂଳକ ଅଟେ, ସାମାଜିକ ଦୂରତା ଅବଲମ୍ବମନ କରିବେ। ସକାଳ ସମୟରେ 7 ଟାରୁ 10 ଟା ଓ ସନ୍ଧ୍ୟା ସମୟରେ 4 ଟାରୁ 6 ଟା ପର୍ଯ୍ୟନ୍ତ ଖୋଲା ରହିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 24, 2020, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.