ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଏନେଇ ସେ ଟ୍ବିଟରେ କହିଛନ୍ତି ଯେ ମୋର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର କରୋନା ପରୀକ୍ଷା କରନ୍ତୁ ଓ ସତର୍କତା ଅବଲମ୍ବନ କରନ୍ତୁ ।
ମନ୍ତ୍ରୀ ପ୍ରତାପ ଜେନା ଜୁଏଲ ଓରାମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୁଏଲ ଓରାମଙ୍କ କୋଭିଡ ସଂକ୍ରମିତ ଖବର ଜାଣି ‘ମୁଁ ଚିନ୍ତିତ ଥିବା’ ଟ୍ବିଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
-
ସାଂସଦ ଶ୍ରୀ @jualoram କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) April 24, 2021 " class="align-text-top noRightClick twitterSection" data="
">ସାଂସଦ ଶ୍ରୀ @jualoram କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) April 24, 2021ସାଂସଦ ଶ୍ରୀ @jualoram କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) April 24, 2021
-
Sad to know that Hon’ble Member of Parliament, Sundergarh Shri @jualoram ji has been tested #COVID19 positive.
— Pratap Sarangi (@pcsarangi) April 24, 2021 " class="align-text-top noRightClick twitterSection" data="
Sincerely wishing him a speedy recovery. May Lord Jagannath bestow upon him good health. https://t.co/7vfbs6lhia
">Sad to know that Hon’ble Member of Parliament, Sundergarh Shri @jualoram ji has been tested #COVID19 positive.
— Pratap Sarangi (@pcsarangi) April 24, 2021
Sincerely wishing him a speedy recovery. May Lord Jagannath bestow upon him good health. https://t.co/7vfbs6lhiaSad to know that Hon’ble Member of Parliament, Sundergarh Shri @jualoram ji has been tested #COVID19 positive.
— Pratap Sarangi (@pcsarangi) April 24, 2021
Sincerely wishing him a speedy recovery. May Lord Jagannath bestow upon him good health. https://t.co/7vfbs6lhia
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ