ETV Bharat / city

ଲକଡାଉନରେ ପରୀକ୍ଷାକୁ ଛାତ୍ରୀଙ୍କ ବିରୋଧ, ଧାରଣା ପରେ ଘୁଞ୍ଚିଲା ତାରିଖ

author img

By

Published : Jun 8, 2020, 10:17 PM IST

ଛାତ୍ରୀଙ୍କ ଆନ୍ଦୋଳନ ପରେ ଘୁଞ୍ଚିଲା ପରୀକ୍ଷା ତାରିଖ । ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ନରମିଛନ୍ତି ସରକାର । ଛାତ୍ରୀମାନଙ୍କ ଆନ୍ଦୋଳନ ପରେ ଷଷ୍ଠ ସେମିଷ୍ଟାର ପରୀକ୍ଷା ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚିଥିବା ଜଣାପଡିଛି ।

protest against exam amid lockdown, protest against exam in ramadevi university, student strike against exam in ramadevi university, bhubaneswar latest news, exam date postponed inra,adevi university, ଲକଡାଉନରେ ପରୀକ୍ଷାକୁ ବିରୋଧ, ରମାଦେବୀ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବିରୋଧୀ ଧାରଣା, ପରୀକ୍ଷା ବିରୋଧରେ ରମାଦେବୀ ବିଶ୍ବବିଦ୍ୟାଳୟରେ ଧାରଣା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଘୁଞ୍ଚିଲା ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷା ତାରିଖ
ଲକଡାଉନରେ ପରୀକ୍ଷାକୁ ଛାତ୍ରୀଙ୍କ ବିରୋଧ, ଧାରଣା ପରେ ଘୁଞ୍ଚିଲା ତାରିଖ

ଭୁବନେଶ୍ବର: ଛାତ୍ରୀଙ୍କ ଆନ୍ଦୋଳନ ପରେ ଘୁଞ୍ଚିଲା ପରୀକ୍ଷା ତାରିଖ । ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ନରମିଛନ୍ତି ସରକାର । ଛାତ୍ରୀମାନଙ୍କ ଆନ୍ଦୋଳନ ପରେ ଷଷ୍ଠ ସେମିଷ୍ଟାର ପରୀକ୍ଷା ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚିଥିବା ଜଣାପଡିଛି । କୋରୋନା ଗାଇଡ଼ଲାଇନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷା ହେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ସୋମବାର ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଏହି ନିଷ୍ପତ୍ତିକୁ ବିରୋଧ କରି ପରୀକ୍ଷାକୁ ବାତିଲ କରିବା ପାଇଁ ଧାରଣାରେ ବସିଥିଲେ ।

କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟଗତ ସୁରକ୍ଷା ଏକ ବଡ ପ୍ରଶ୍ନ ବୋଲି ଧାରଣାରେ ବସିଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ । ସେପଟେ ଦୃଷ୍ଟିବାଧିତ ଛାତ୍ରୀମାନଙ୍କୁ ଗାଇଡ଼ କିପରି ସହାୟତା କରିବେ, ସେଠାରେ ସମାଜିକ ସୁରକ୍ଷା ଏକ ବଡ ପ୍ରଶ୍ନ ଓ ଘରୋଇ ହଷ୍ଟେଲର ଛାତ୍ରୀ କିପରି ରହିବେ ବୋଲି ବିଭିନ୍ନ ପ୍ରଶ୍ନ ଛାତ୍ରୀମାନେ ସରକାରଙ୍କୁ କରିଥିଲେ । ତେଣୁ କୋରୋନା ମହାମାରୀ ସମୟରେ ପରୀକ୍ଷା ନକରି ସାନି ପରୀକ୍ଷା ତାରିଖ ଧାର୍ଯ୍ୟ କରିବାକୁ ଦାବି କରୁଥିବା ଛାତ୍ରୀମାନେ ପ୍ରକାଶ କରିଥିଲେ ।

ଏନେଇ ସୋମବାର ଧାରଣାରେ ବସିଥିବା ଛାତ୍ରୀମାନେ ରମାଦେବୀ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାବିଗୁଡିକ ବିଚାର କରିବା ପରେ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ସନ୍ଧ୍ୟାରେ ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.