ETV Bharat / city

ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ରାଜ୍ୟ ଗୃହମନ୍ତ୍ରୀ - State home minister

ବିଜୁପଟ୍ଟନାୟକ ପୋଲିସ ଏକାଡେମୀ ପରିଦର୍ଶନରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ସେଠାରେ ପୋଲିସ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବା ସହ ଭବିଷ୍ଯତ ପାଇଁ ଉତ୍ତମ ଉପଦେଶ ପ୍ରଦାନ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Sep 26, 2019, 4:06 AM IST

Updated : Sep 26, 2019, 9:25 AM IST

ଭୁବନେଶ୍ବର: ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ପରିଦର୍ଶନ କରିବା ସହ ପୋଲିସ ପ୍ରଶିକ୍ଷାର୍ଥିଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି କି, ''ଯେଉଁଠି ସୁଶାସନ ନାହିଁ ସେ ସମାଜ ଆଗକୁ ବଢିପାରିବନାହିଁ । ତେଣୁ ସମାଜର ଉନ୍ନତିରେ ପୋଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ '' । ଏହାସହ କେବେ ନିଜ ଚରିତ୍ରକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ପରେଡ କରିବାର କୁଶଳତା ନିଜର ଶୃଙ୍ଖଳିତର ପରିଚୟ ଦେଇଥାଏ । ଯେହେତୁ ଆଗକୁ ରାଜ୍ୟରେ ମୋ ସରକାର ଯୋଜନା ଲାଗୁ ହେବାକୁ ଯାଉଛି । କିପରି ଉତ୍ତମ ସେବା ନିତି ଆଦର୍ଶର ଯୋଗାଇ ପାରିବେ ସେନେଇ ବକ୍ତବ୍ୟ ରଖିଥିଲେ ଗୃହମନ୍ତ୍ରୀ ।

ସୂଚନା ଅନୁସାରେ, ୧୯୯୮-୯୯ରୁ୫୦ ଏକର ଜମିରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମି ୨୦୦୫ରେ କାର୍ଯ୍ୟକ୍ଷମ ହୋଇଥିଲା । ଯେଉଁଠାରେ ଏଯାବତ ୫୭୮୫ଜଣ ପୋଲିସ ଅଧିକାରିଙ୍କୁ ତାଲିମ ଦିଆଯାଇଛି । ଏଠାରେ ପୋଲିସ ଚାକିରି କରୁଥିବା ପ୍ରଶିକ୍ଷାର୍ଥିଙ୍କୁ ତାଲିମ ଦିଆଯାଇଥାଏ । ତେବେ ଆଗକୁ ଏହାର ସୀମା ପରିବର୍ଦ୍ଧିତ କରିବାର ଯୋଜନା ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବିଜୁପଟ୍ଟନାୟକ ପୋଲିସ ଏକାଡେମିରେ ରାଜ୍ଯଗୃହମନ୍ତ୍ରୀBody:

ବିଜୁ ପଟ୍ଟନାୟକ ପୋଲିସ ଏକାଡେମି ପରିଦର୍ଶନ କରିଛନ୍ତି ରାଜ୍ଯ ଗୃହମନ୍ତ୍ରୀ।ପୋଲିସ ପ୍ରଶିକ୍ଷାର୍ଥିଙ୍କୁ ସମ୍ବୋଧିତ କରି କହିଛନ୍ତି ଯେଉଁଠି ଶୁଶାସନ ନାହିଁ ସେ ସମାଜ ଆଗକୁ ବଢିପାରିବନାହିଁ।ତେଣୁ ପୋଲିସର ଭୁମିକା ସମାଜରେ ଗୁରୁତ୍ବପୁର୍ଣ।ତେଣୁ କେବେ ନିଜ ଚରିତ୍ରକୁ ମଳିନ ହେବାକୁ ଦିଅନ୍ତୁ ନାହିଁ।ତେବେ ପରେଡ କରିବାର କୁଶଳତା ନିଜର ଶୃଙ୍ଖଳିତର ପରିଚୟ ଦେଇଥାଏ ।ଯେହେତୁ ଆଗକୁ ରାଜ୍ଯରେ ମୋ ସରକାର ଯୋଜନା ଲାଗୁ ହେବାକୁ ଯାଉଛି ।କିପରି ଉତମ ସେବା ନିତି ଆଦର୍ଶର ଯୋଗାଇ ପାରିବେ ସେନେଇ ବକ୍ତବ୍ଯ ରଖିଥିଲେ। ୧୯୯୮-୯୯ରୁ୫୦ ଏକର ଜମିରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମି ୨୦୦୫ରେ କାର୍ଯକ୍ଷମ ହୋଇଥିଲା।ଯେଉଁଠାକେ ଏଯାବତ ୫୭୮୫ଜଣ ପୋଲିସ ଅଧିକାରିଙ୍କୁ ତାଲିମ ଦିଆଯାଇଛି।ଯେଉଁଠାରେ ପୋଲିସ ଚାକିରି କରୁଥିବା ପ୍ରଶିକ୍ଷାର୍ଥିଙ୍କୁ ଏହିଠାରେ ତାଲିମ ଦିଆଯାଇଥାଏ।
ତେବେ ଆଗକୁ ଏହାର ସିମା ବଢାଇବାକୁ ଯୋଜନା ରହିଛି।

Conclusion:
Last Updated : Sep 26, 2019, 9:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.