ଭୁବନେଶ୍ବର: ତୃତୀୟ ଲହର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର । ଜିନମ ସିକ୍ୟୁଏନ୍ସକୁ ବଢାଇବାକୁ ପଡ଼ିବ । ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶା ବି ଏହାକୁ କରିବାକୁ ପଡିବ । 4T ସମେତ କୋଭିଡ କଟକଣାକୁ କଡାକଡି କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପୋଷଣ କରିଛନ୍ତି ।
ନଭେମ୍ବର ଯାଏଁ କୋଭିଡ କଟକଣା ରଖନ୍ତୁ ରାଜ୍ୟ ସରକାର: ସ୍ବାସ୍ଥ୍ୟ ବିଶେଷଜ୍ଞ - କୋରୋନା କଟକଣା
ତୃତୀୟ ଲହର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର । ଜିନମ ସିକ୍ୟୁଏନ୍ସକୁ ବଢାଇବାକୁ ପଡ଼ିବ ବୋଲି ମତ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...
୩ ୟ ଲହର ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଆବଶ୍ୟକ: ସ୍ୱସ୍ଥ୍ୟ ବିଶେଷଜ୍ଞ