ETV Bharat / city

ନିର୍ବାଚିତ କର୍ପୋରେଟଙ୍କୁ ସମ୍ଵର୍ଦ୍ଧିତ କଲା ରାଜ୍ୟ ବିଜେପି

author img

By

Published : Mar 29, 2022, 8:07 PM IST

ନବ ନିର୍ବାଚିତ କର୍ପୋରେଟରଙ୍କୁ ସମ୍ଵର୍ଦ୍ଧିତ କରିଛି ବିଜେପି । ଚଳିତ ପୌର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମରେ ବିଜେପିରୁ ୧୦ଜଣ କର୍ପୋରେଟର ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ନିର୍ବାଚିତ କର୍ପୋରେଟଙ୍କୁ ସମ୍ଵର୍ଦ୍ଧିତ କଲା ରାଜ୍ୟ ବିଜେପି
ନିର୍ବାଚିତ କର୍ପୋରେଟଙ୍କୁ ସମ୍ଵର୍ଦ୍ଧିତ କଲା ରାଜ୍ୟ ବିଜେପି

ଭୁବନେଶ୍ବର: ନବ ନିର୍ବାଚିତ କର୍ପୋରେଟରଙ୍କୁ ସମ୍ଵର୍ଦ୍ଧିତ କରିଛି ବିଜେପି । ଚଳିତ ପୌର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମରେ ବିଜେପିରୁ ୧୦ଜଣ କର୍ପୋରେଟର ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ସଭାପତି ସମୀର ମହାନ୍ତି ।

ଅନ୍ୟପଟେ ଭୁବନେଶ୍ୱର ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ନବ ନିର୍ବାଚିତ କର୍ପୋରେଟରଙ୍କୁ ବାର୍ତ୍ତା ଦେଇଛନ୍ତି ସଭାପତି ସମୀର ମହାନ୍ତି । ତେବେ ଚଳିତ ପୌର ନିର୍ବାଚନରେ ବିଜେପି ଭୁବନେଶ୍ବର ମହାନଗର ନିଗମରେ ନୈରାଶ୍ୟଜନକ ଫଳାଫଳ ଆଣିଥିବା ବେଳେ ପରାଜୟର କାରଣ ଖୋଜା ଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ମନରଞ୍ଜନ ଶଙ୍ଖୁଆ, ଇେଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.