ETV Bharat / city

ଦୈନିକ ଟ୍ରେନରେ ଯାତାୟାତ କରୁଛନ୍ତି କି ? ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା... - Six pairs of memo trains canceled

ଟ୍ରେନ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ ସୋମବାର ଏବଂ ମଙ୍ଗଳବାର ଦିନ ବାତିଲ ରହିବ । ଅଧିକ ପଢନ୍ତୁ...

ଆସନ୍ତା ସୋମବାର ଏବଂ ମଙ୍ଗଳବାର ବାତିଲ ରହିବ ଛଅ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ

author img

By

Published : May 9, 2021, 1:45 PM IST

ଭୁବନେଶ୍ବର: ଟ୍ରେନ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ ସୋମବାର ଏବଂ ମଙ୍ଗଳବାର ଦିନ ବାତିଲ ରହିବ । ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼ ସଂକ୍ରମଣର ଚେନକୁ ଭାଙ୍ଗିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମେ ମାସ ୧୦ ଓ ୧୧ ତାରିଖ (ସୋମବାର ଓ ମଙ୍ଗଳବାର) ଦିନ ୬ ଯୋଡ଼ା ସ୍ଥାନୀୟ ପସେଞ୍ଜର / ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ରେନ୍ ଗୁଡିକ ହେଲା -

01- 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ

02- 02. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

03- 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

04- 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

05- 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

06- 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.