ETV Bharat / city

ଜାନୁଆରୀ ୬ରୁ ଗ୍ଲୋରୀ ଫେଷ୍ଟ, 7ଦିନ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

author img

By

Published : Dec 20, 2019, 9:01 PM IST

Updated : Dec 20, 2019, 9:24 PM IST

ଆସନ୍ତା ଜାନୁଆରୀ 6ରୁ ଆରମ୍ଭ ହେବାକୁ ଯାଉଛି ଗ୍ଲୋରୀଫେଷ୍ଟ-2020ର ରୌପ୍ୟ ଜୟନ୍ତୀ । ଏହି ଅବସରରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ 1 ହଜାର ଛାତ୍ରଛାତ୍ରୀ ଯୋଗ ଦେବେ ।

glori fest-2020
ଜାନୁଆରୀ୬ ରୁ ଗ୍ଲୋରୀ ଫେଷ୍ଟ

ଭୁବନେଶ୍ବର: ଆସନ୍ତା ଜାନୁଆରୀ 6ରୁ ଆରମ୍ଭ ହେବାକୁ ଯାଉଛି ଗ୍ଲୋରୀଫେଷ୍ଟ-2020ର ରୌପ୍ୟ ଜୟନ୍ତୀ । 7 ଦିନ ବ୍ୟାପୀ ପାଳନ ହେବାକୁ ଏହି ଉତ୍ସବ ପୁରୀରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ 1 ହଜାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଏହି ଅବସରରେ 25ଗୋଟି ପ୍ରତିଯୋଗୀତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ଗ୍ଲୋରୀ କ୍ବିନ ବଛାଯିବ ।

ଜାନୁଆରୀ ୬ ରୁ ଗ୍ଲୋରୀ ଫେଷ୍ଟ

ଉଦଘାଟନୀ ଉତ୍ସବକୁ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ ଉଦଘାଟନ କରିବେ । ଏହା ସହିତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 11ତାରିଖରେ ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହ ସହିତ ବଲିଉଡ ଓ ଓଲିଉଡର ବିଭିନ୍ନ ପ୍ରଚ୍ଛଦପଟ୍ଟ ଗାୟକ, ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଯୋଗେ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଧାୟକ ଜୟନ୍ତ ଷଡଙ୍ଗୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଗ୍ଲୋରୀଫେଷ୍ଟ-୨୦୨୦ ର ରୌପ୍ୟ ଜୟନ୍ତୀ ପୁରୀଠାରେ ପାଳନ କରାଯିବ । ଏଥିରେ ଭାରତ ବର୍ଷର ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୧୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଏହି ଉତ୍ସବରେ ୨୫ ଗୋଟି ପ୍ରତିଯୋଗୀତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ । Body:ଯେଉଁଥିରେ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଗ୍ଲୋରୀ କ୍ୱିନ୍‌ ବଚ୍ଛାଯିବ । ଉଦଘାଟନୀ ଉତ୍ସବ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦଘାଟନ କରିବେ । ଏହା ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । Conclusion:୧୧ ତାରିଖ ଦିନ ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଥିରେ ବଲିଉଡ୍ ଓ ଓଲିଉଡର ବିଭିନ୍ନ ପ୍ରଚ୍ଛଦପଟ୍ଟ ଗାୟକ, ଅଭିନେତା ଏବଂ ଅଭିନେତ୍ରୀମାନେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ।
Last Updated : Dec 20, 2019, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.