ETV Bharat / city

ରଥଯାତ୍ରା: ସୁଦୂର ଆମେରିକାରୁ ଜଗନ୍ନାଥଙ୍କୁ ଭକ୍ତିପୂତ ନୈବେଦ୍ୟ

author img

By

Published : Jun 23, 2020, 7:46 AM IST

ଆଜି ପବିତ୍ର ଘୋଷଯାତ୍ରା । ବଡଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ତେବେ ବିନା ଭକ୍ତରେ ରଥଯାତ୍ରା ହେଉଥିବାବେଳେ ସୁଦୂର ଆମେରିକାରେ ରହୁଥିବା ଓଡିଆମାନେ ମହାପ୍ରଭୁଙ୍କ ମହାନ ପରମ୍ପରାକୁ ମନେପକାଇଛନ୍ତି ।

ରଥଯାତ୍ରା; ସୁଦୂରୁ ଆମେରିକାରୁ ଜଗନ୍ନାଥଙ୍କୁ ଭକ୍ତିପୂତ ନୈବେଦ୍ୟ

ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା । ବଡଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଯେଉଁଥିଲାଗି ସମସ୍ତ ବ୍ୟବସ୍ଥା ଶେଷ କରାଯାଇଛି ।

ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ପୁରୀକୁ ସଟଡାଉନ୍‌ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିଟି ଓଡିଆଙ୍କ ମନରେ ଖୁସି ଖେଳିଯାଇଛି । ତେବେ ବିନା ଭକ୍ତରେ ରଥଯାତ୍ରା ହେଉଥିବାବେଳେ ସୁଦୂର ଆମେରିକାରେ ରହୁଥିବା ଓଡିଆମାନେ ମହାପ୍ରଭୁଙ୍କ ମହାନ ପରମ୍ପରାକୁ ମନେପକାଇଛନ୍ତି ।

ନିଜ ଘରେ ରହି ଜଗନ୍ନାଥଙ୍କ ବନ୍ଦନା ଗାନ କରି ମହାପ୍ରଭୁଙ୍କ ନିକଟରେ ଏହି ବିଶ୍ବର ରକ୍ଷା ପାଇଁ ପାର୍ଥନା କରିଛନ୍ତି । ଯାହା ବେଶ ହୃଦୟସ୍ପର୍ଶୀ ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.