ETV Bharat / city

ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମୀରେ ରଜ ମହୋତ୍ସବ

author img

By

Published : Jun 16, 2022, 12:23 PM IST

ଓଡିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଧିନସ୍ଥ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମୀ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Raja Festival celebrate in bhubaneswar
କଳାଭୂମିରେ ରଜ ମହୋତ୍ସବ

ଭୁବନେଶ୍ବର: ଓଡିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଧିନସ୍ଥ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମୀ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖିବା ଏହାର ଉଦ୍ଦେଶ୍ୟ । ମୂର୍ତ୍ତିକା,କାଗଜ ମୁଖା ଓ ନଡାର ହସ୍ତକଳା ପ୍ରଦର୍ଶନ କରାଯାଇଥିଲା । ଏହାସହ ଓଡିଶୀ ନୃତ୍ୟ ପରିବେଷଣ ମଧ୍ୟ ହୋଇଥିଲା । କଳାଭୁମୀ ପରିବେଶରେ ଦେଖିବାକୁ ମିଳିଥିଲା ଗାଁ ର ଝଲକ ।

କଳାଭୂମିରେ ରଜ ମହୋତ୍ସବ

ଏହାକୁ ଦେଖିବାକୁ ରାଜଧାନୀବାସୀଙ୍କ ଭିଡ ଲାଗିଥିଲା । ଏଠାରେ ଦୋଳି ପାନ ସହ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳର ମେଲଣ ମଧ୍ୟ ଲାଗିଥିଲା । ତେବେ ଏହା ଦୁଇ ଦିନ ଧରି ହୋଇଥିବାବେଳେ ଶେଷଦିନରେ ଏଠାରେ ଭିଡ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.