ETV Bharat / city

ତାତିରୁ ତ୍ରାହି, ରାଜ୍ୟରେ ଝଡବର୍ଷା ସହ କୁଆପଥର ମାଡ - heat

ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି । ରାଜ୍ୟର ଅନେକ ଜିଲ୍ଲାରେ ଆଜି ବର୍ଷା ସହ କୁଆପଥର ମାଡ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 19, 2019, 11:54 PM IST

ଭୁବନେଶ୍ବର: ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି । ରାଜ୍ୟର ଅନେକ ଜିଲ୍ଲାରେ ଆଜି ବର୍ଷା ସହ କୁଆପଥର ମାଡ ହୋଇଥିବା ପଣିପାଗ ବିଭାଗ ସୂଚନା ଦେଇଛି। ଦାରିଙ୍ଗବାଡିରରେ ସର୍ବାଧିକ 19.9 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡରେ 5 ଓ କେନ୍ଦୁଝରରେ 1 ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ସୁନ୍ଦରଗତ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ପ୍ରଭାଵ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ବୁଲେଟିନ ଜାରି କରି କହିଛି ।

ସେପଟେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ଆଜି ହ୍ରାସ ପାଇଛି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା 38.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀରେ 37 ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ 20 ତାରିଖ ପର୍ଯ୍ୟନ୍ତ ଏଭଳି ମେଘୁଆ ପାଗ ରହିବ ବୋଲି ଆଞ୍ଚଳିକ ପଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ଶତରୁପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.